Public App Logo
Jansamasya
Jharkhand
���िल्ली
Breakingnews
Narendramodi
Madhya_pradesh
Pmmodi
Rahulgandhi
Haryana
���ादी
Crimenews
Karnataka
Bareilly
���प
Agra
Abvp
Biharnews
Fatehpur
Jodhpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
Tejashwiyadav
���ोगी_आदित्यनाथ
Sonunigam
No video available

ଭଦ୍ରକ ଗ୍ରାମାଞ୍ଚଳ: ବିନ୍ଧା ବଜାରରେ ଚୋରା ମଦ ଜବତ ଘଟଣାକୁ ନେଇ ଗଣ୍ଡଗୋଳ; ଜଣେ ଗିରଫ ସହ କୋର୍ଟ ଚାଲାଣ

Bhadrak Rural, Bhadrak | Dec 27, 2024
ବିନ୍ଧା ବଜାର ରେ ଚୋରା ମଦ ଧରା ଘଟଣାକୁ ନେଇ ଗଣ୍ଡଗୋଳ, ଜଣେ ଗିରଫ । ଆଜି ଅପରାହ୍ନ ରେ ଗିରଫ ଅଭିଯୁକ୍ତକୁ କୋଟ ଚାଲାଣ କରିଛି ପୋଲିସ । ଭଦ୍ରକ ଜିଲ୍ଲା ପୀରହାଟ ପୋଲିସ ଜଣେ ମଦ ଚୋରା ବେପାରୀକୁ ଧରିବା ପରେ ଦୌଲତପୁର ଓ ଅର୍ଜୁନବିନ୍ଧା ଗାଁର ଦୁଇ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ମଦ ବେପାରୀ ଜଣକ ପୋଲିସକୁ ଆକ୍ଷେପ କରି ବିନ୍ଧାବଜାରରେ ଗାଳିଗୁଲଜ କରୁଥିବା ନେଇ ସ୍ଥାନୀୟ ଜଣେ ଯୁବକ ଏହାର ପ୍ରତିବାଦ କରିବାରୁ ପରଦିନ ମଦ ବେପାରୀ ସେହି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ବିନ୍ଧା ବଜାରରେ ଚୋରା ମଦ ଜବତ ଘଟଣାକୁ ନେଇ ଗଣ୍ଡଗୋଳ; ଜଣେ ଗିରଫ ସହ କୋର୍ଟ ଚାଲାଣ - Bhadrak Rural News