Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

News in Ganjam

ଅବକାରୀ ଏବଂ ଜରଡା ପୋଲିସ  ମିଳିତ  ଚଢାଉ । ଥାନାଗାଁ ଗ୍ରାମରେ  ୧୫୦ ଲିଟର ପୋଚ ଏବଂ ୨୦ ଲିଟର ରନ୍ଧା ମଦ ଜବତ କରାଯାଇ ନଷ୍ଟ କରାଯାଇଥିଲା। ଅଭିଯୁକ୍ତ ଡମ୍ବୁରୁ ପ୍ରଧାନ  ବିରୋଧରେ  ମାମଲା ରୁଜୁ ।

#gtvnewsodisha #berhampur #ganjam #odisha #silkcity

ଅବକାରୀ ଏବଂ ଜରଡା ପୋଲିସ ମିଳିତ ଚଢାଉ । ଥାନାଗାଁ ଗ୍ରାମରେ ୧୫୦ ଲିଟର ପୋଚ ଏବଂ ୨୦ ଲିଟର ରନ୍ଧା ମଦ ଜବତ କରାଯାଇ ନଷ୍ଟ କରାଯାଇଥିଲା। ଅଭିଯୁକ୍ତ ଡମ୍ବୁରୁ ପ୍ରଧାନ ବିରୋଧରେ ମାମଲା ରୁଜୁ । #gtvnewsodisha #berhampur #ganjam #odisha #silkcity

Ganjam, Ganjam | Jul 31, 2026

ଏମକେସିଜିରେ ପିଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ଖଣ୍ଡନ କରିଲେ ଡ଼ିନ ପ୍ରଫେସର ଡ଼ା. ହରେକୃଷ୍ଣ ଦଳାଇ, ଅଭିଯୋଗ ପରେ ତଦନ୍ତ ଆରମ୍ଭ*
ଏମକେଶିଜି ମେଡିକାଲ କଲେଜରେ ଅନୁଷ୍ଠିତ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ଗୁରୁତର ଅନିୟମିତତା ଦେଖିବାକୁ ମିଳିଛି। ଏହି ପ୍ରଶ୍ନପତ୍ର ଲିକ ଘଟଣାର ହେବ ତଦନ୍ତ କହିଛନ୍ତି ଡ଼ିନ।

#gtvnewsodisha #berhampur #ganjam #odisha #silkcity

ଏମକେସିଜିରେ ପିଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ଖଣ୍ଡନ କରିଲେ ଡ଼ିନ ପ୍ରଫେସର ଡ଼ା. ହରେକୃଷ୍ଣ ଦଳାଇ, ଅଭିଯୋଗ ପରେ ତଦନ୍ତ ଆରମ୍ଭ* ଏମକେଶିଜି ମେଡିକାଲ କଲେଜରେ ଅନୁଷ୍ଠିତ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ଗୁରୁତର ଅନିୟମିତତା ଦେଖିବାକୁ ମିଳିଛି। ଏହି ପ୍ରଶ୍ନପତ୍ର ଲିକ ଘଟଣାର ହେବ ତଦନ୍ତ କହିଛନ୍ତି ଡ଼ିନ। #gtvnewsodisha #berhampur #ganjam #odisha #silkcity

Ganjam, Ganjam | Jul 30, 2026

ବ୍ରହ୍ମପୁରର ଏମ୍କେସିଜି ମେଡ଼ିକାଲ ଡାକ୍ତରଙ୍କ ଦ୍ୱାରା ହେଲା ବିରଳ ଅସ୍ତ୍ରପ୍ରଚାର, କୃଷ୍ଣପ୍ରସାଦ ବ୍ଲକ ର ଆଠ ବର୍ଷ ଶିଶୁର ଅସ୍ତ୍ରପ୍ରଚାର କରି ସଫଳ ହୋଇପାରିଛନ୍ତି ଵ୍ରହ୍ମପୁର ଏମ୍କେସିଜି ର ଶିଶୁ ସର୍ଜରି ବିଭାଗ ଡାକ୍ତର ମାନସ ରଞ୍ଜନ ଦାଶ , ସ୍କୁଲ ରୁ ଫେରୁଠୁବାବେଳେ, ସାଇକେଲ ଷ୍ଟାଣ୍ଡ ପେଟରେ ପଶି ଅନ୍ତପାକସ୍ଥଳୀ ବାହାରକୁ ବହାରିଯାଇଥିବାବେଳେ, ଏମ୍କେସିଜି ର ଶିଶୁ ସର୍ଜରି ବିଭାଗ ର  ମୁଖ୍ୟ ମାନସ ରଞ୍ଜନ ଦାଶ ଙ୍କ ନେତୃତ୍ୟରେ ବିଭିନ୍ନ ବିଭାଗର ୮ ଜଣିଆ ଡାକ୍ତର ଙ୍କ ଉଦ୍ୟମରେ ସଫଳ ହୋଇପାରିଛି ଏହି ଅସ୍ତ୍ରପ୍ରଚାର ।

#gtvnewsodisha #berhampur #ganjam #odisha #silkcity

ବ୍ରହ୍ମପୁରର ଏମ୍କେସିଜି ମେଡ଼ିକାଲ ଡାକ୍ତରଙ୍କ ଦ୍ୱାରା ହେଲା ବିରଳ ଅସ୍ତ୍ରପ୍ରଚାର, କୃଷ୍ଣପ୍ରସାଦ ବ୍ଲକ ର ଆଠ ବର୍ଷ ଶିଶୁର ଅସ୍ତ୍ରପ୍ରଚାର କରି ସଫଳ ହୋଇପାରିଛନ୍ତି ଵ୍ରହ୍ମପୁର ଏମ୍କେସିଜି ର ଶିଶୁ ସର୍ଜରି ବିଭାଗ ଡାକ୍ତର ମାନସ ରଞ୍ଜନ ଦାଶ , ସ୍କୁଲ ରୁ ଫେରୁଠୁବାବେଳେ, ସାଇକେଲ ଷ୍ଟାଣ୍ଡ ପେଟରେ ପଶି ଅନ୍ତପାକସ୍ଥଳୀ ବାହାରକୁ ବହାରିଯାଇଥିବାବେଳେ, ଏମ୍କେସିଜି ର ଶିଶୁ ସର୍ଜରି ବିଭାଗ ର ମୁଖ୍ୟ ମାନସ ରଞ୍ଜନ ଦାଶ ଙ୍କ ନେତୃତ୍ୟରେ ବିଭିନ୍ନ ବିଭାଗର ୮ ଜଣିଆ ଡାକ୍ତର ଙ୍କ ଉଦ୍ୟମରେ ସଫଳ ହୋଇପାରିଛି ଏହି ଅସ୍ତ୍ରପ୍ରଚାର । #gtvnewsodisha #berhampur #ganjam #odisha #silkcity

Ganjam, Ganjam | Jul 30, 2026

ବଡ଼ ଧରଣର IPL ବେଟିଂ ଫର୍ଦ୍ଧାଫାସ   

#gtvnewsodisha #berhampur #ganjam #odisha #silkcity

ବଡ଼ ଧରଣର IPL ବେଟିଂ ଫର୍ଦ୍ଧାଫାସ #gtvnewsodisha #berhampur #ganjam #odisha #silkcity

Ganjam, Ganjam | Jul 30, 2026

କାର୍ଗିଲ ବିଜୟ ଦିବସ ପାଳିତ 

#gtvnewsodisha #berhampur #ganjam #odisha #silkcity

କାର୍ଗିଲ ବିଜୟ ଦିବସ ପାଳିତ #gtvnewsodisha #berhampur #ganjam #odisha #silkcity

Ganjam, Ganjam | Jul 30, 2026