Public App Logo
Jansamasya
News
पुलिस
Bjp
National
Police
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Jharkhand
Up
Rajasthan
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Cm
Madhyapradesh
Ahmedabad
Pmmodi
Rahulgandhi

News in Dhusuri

🚨 କେନ୍ଦୁଝରରେ ପୁଣି ପୋଲିସର ବଡ଼ ଏନକାଉଣ୍ଟର!

ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲ୍ଲିକ ପୋଲିସ ଗୁଳିରେ ଆହତ ହୋଇଛି। ତାଙ୍କ ନିକଟରୁ ଏକ ବନ୍ଧୁକ ଓ ନଗଦ ୧୨ ହଜାର ଟଙ୍କା ଜବତ କରାଯାଇଛି। ପୋଲିସକୁ ଚମକାଇ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗୁଳି ବାଜିଥିବା ସୂଚନା ମିଳିଛି।

ଅପରାଧ ବିରୋଧରେ ପୋଲିସର କଡ଼ା ଆକ୍ସନ୍ ଜାରି! ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

👉 ଆପଣଙ୍କ ମତରେ ଅପରାଧୀଙ୍କ ବିରୋଧରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବା ଉଚିତ କି?

#Keonjhar #PoliceEncounter #BreakingNews #OdishaNews #CrimeNews #RCNMedia #Rcnmedia #Rcnmedianews #Rcnodia #Rcnodianews

🚨 କେନ୍ଦୁଝରରେ ପୁଣି ପୋଲିସର ବଡ଼ ଏନକାଉଣ୍ଟର! ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲ୍ଲିକ ପୋଲିସ ଗୁଳିରେ ଆହତ ହୋଇଛି। ତାଙ୍କ ନିକଟରୁ ଏକ ବନ୍ଧୁକ ଓ ନଗଦ ୧୨ ହଜାର ଟଙ୍କା ଜବତ କରାଯାଇଛି। ପୋଲିସକୁ ଚମକାଇ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗୁଳି ବାଜିଥିବା ସୂଚନା ମିଳିଛି। ଅପରାଧ ବିରୋଧରେ ପୋଲିସର କଡ଼ା ଆକ୍ସନ୍ ଜାରି! ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। 👉 ଆପଣଙ୍କ ମତରେ ଅପରାଧୀଙ୍କ ବିରୋଧରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବା ଉଚିତ କି? #Keonjhar #PoliceEncounter #BreakingNews #OdishaNews #CrimeNews #RCNMedia #Rcnmedia #Rcnmedianews #Rcnodia #Rcnodianews

Bhadrak Rural, Bhadrak | Jun 16, 2026

ଭଦ୍ରକ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସାମ୍ବାଦିକ ସମ୍ମିଳନୀ, ଓଡ଼ିଶା ସରକାରର ୨ ବର୍ଷ ପୂର୍ତ୍ତି ଏବଂ କେନ୍ଦ୍ର ସରକାରଙ୍କ ୧୨ ବର୍ଷର ଗୌରବମୟ ଯାତ୍ରା ଅବସରରେ ଭଦ୍ରକ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା।
#citykhabarbhadrak

ଭଦ୍ରକ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସାମ୍ବାଦିକ ସମ୍ମିଳନୀ, ଓଡ଼ିଶା ସରକାରର ୨ ବର୍ଷ ପୂର୍ତ୍ତି ଏବଂ କେନ୍ଦ୍ର ସରକାରଙ୍କ ୧୨ ବର୍ଷର ଗୌରବମୟ ଯାତ୍ରା ଅବସରରେ ଭଦ୍ରକ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା। #citykhabarbhadrak

Bhadrak Rural, Bhadrak | Jun 16, 2026

ଦେଶୀ ରନ୍ଧା ମଦ ଜବତ, ୦୨ ଗିରଫ| RCN ODIA
#RCNMedia #RCNTV #RCNOdia #RCNOdiaNews #RCNMediaNews #RegionalCitizenNews #RCN #RCNLive #RCNBreaking #RCNUpdates

ଦେଶୀ ରନ୍ଧା ମଦ ଜବତ, ୦୨ ଗିରଫ| RCN ODIA #RCNMedia #RCNTV #RCNOdia #RCNOdiaNews #RCNMediaNews #RegionalCitizenNews #RCN #RCNLive #RCNBreaking #RCNUpdates

Bhadrak Rural, Bhadrak | Jun 15, 2026