Latest News in Parajang (Local videos)

ପରଜଙ୍ଗ: କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉରେ ୩ଜଣ ମଦ ବ୍ୟବସାୟୀ ଗିରଫ ୭୦ଲିଟର ରୁ ଉର୍ଦ୍ଧ ମହୁଲି ମଦ ଜବତ ।

Parajang, Dhenkanal | Jul 12, 2025
bhagirathimaharana31
bhagirathimaharana31 status mark
Share
Next Videos
ପରଜଙ୍ଗ: ନିଜ ଉଦ୍ୟମରେ ରାସ୍ତା ମରାମତି କଲେ କୀର୍ତ୍ତନପୁର  ଗ୍ରାମବାସୀ।#jansamasya

ପରଜଙ୍ଗ: ନିଜ ଉଦ୍ୟମରେ ରାସ୍ତା ମରାମତି କଲେ କୀର୍ତ୍ତନପୁର ଗ୍ରାମବାସୀ।#jansamasya

bhagirathimaharana31 status mark
Parajang, Dhenkanal | Jul 12, 2025
ପରଜଙ୍ଗ: ବିରାଶାଳ ଶିବ ମନ୍ଦିରରେ ଶନିବାର ୧୨ଟା ୩୦ରେ ଵୃକ୍ଷ ରୋପଣ କଲେ ବିଧାୟକ ବିଭୁତି ପ୍ରଧାନ

dhenkanalknagar status mark
Parajang, Dhenkanal | Jul 12, 2025
ପରଜଙ୍ଗ: ଶ୍ରାବଣ ମାସର ପ୍ରଥମ ଦିନରେ ଚାନ୍ଦପୁର ଗାଁ ଠାରେ ଶୁକ୍ରବାର ଆରମ୍ଭ ହେଲା ପବିତ୍ର ଧଣ୍ଡା ପୂଜା କାର୍ଯ୍ୟକ୍ରମ ।

ପରଜଙ୍ଗ: ଶ୍ରାବଣ ମାସର ପ୍ରଥମ ଦିନରେ ଚାନ୍ଦପୁର ଗାଁ ଠାରେ ଶୁକ୍ରବାର ଆରମ୍ଭ ହେଲା ପବିତ୍ର ଧଣ୍ଡା ପୂଜା କାର୍ଯ୍ୟକ୍ରମ ।

bhagirathimaharana31 status mark
Parajang, Dhenkanal | Jul 11, 2025
ପରଜଙ୍ଗ: ଭୁବନରେ ଡାଇରିଆରେ ୨୨ଜଣ ଆକ୍ରାନ୍ତ, ଅଧିକାଂଶ ପଳାଶପିଠିଆ ଗ୍ରାମ ଦେହୁରୀ ସାହିର ହୋଇଥିବା ସୂଚନା

ପରଜଙ୍ଗ: କୁଆଳୋ ଗ୍ରାମରେ ଅଭାବନୀୟ ଘଟଣା ଶୁକ୍ରବାର ୩ଟା ୩୦ରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ l ମୃତକ ଜଣକ ହେଲେ ଜଳଧର ସାହୁ

ପରଜଙ୍ଗ: କୁଆଳୋ ଗ୍ରାମରେ ଅଭାବନୀୟ ଘଟଣା ଶୁକ୍ରବାର ୩ଟା ୩୦ରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ l ମୃତକ ଜଣକ ହେଲେ ଜଳଧର ସାହୁ

dhenkanalknagar status mark
Parajang, Dhenkanal | Jul 11, 2025
ପରଜଙ୍ଗ: ସିଆରିମାଳିଆ ପଦ୍ମପୋଖରୀ ରାସ୍ତାର ଗଡା ନିକଟରେ ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଲା କାର ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ କାର ଚାଳକ।

ପରଜଙ୍ଗ: ସିଆରିମାଳିଆ ପଦ୍ମପୋଖରୀ ରାସ୍ତାର ଗଡା ନିକଟରେ ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଲା କାର ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ କାର ଚାଳକ।

bhagirathimaharana31 status mark
Parajang, Dhenkanal | Jul 10, 2025
ପରଜଙ୍ଗ: ମଠକରଗୋଳା ଠାରୁ ମା ମଉଳାଭଣଜା ରାସ୍ତା ଶୋଚନୀୟ। ମରାମତି ପାଇଁ ଦାବୀ।#jansamasya

ପରଜଙ୍ଗ: ବ୍ଲକ କାର୍ଯ୍ୟାଳୟରେ ବିଏଲଓଙ୍କୁ ନେଇ ବୈଠକ ଅନୁଷ୍ଠିତ, ଉପସ୍ଥିତ ରହିଲେ ସହକାରୀ ଜିଲ୍ଲାପାଳ ଦୀପକ ମିଶ୍ର

ପରଜଙ୍ଗ: ବ୍ଲକ କାର୍ଯ୍ୟାଳୟରେ ବିଏଲଓଙ୍କୁ ନେଇ ବୈଠକ ଅନୁଷ୍ଠିତ, ଉପସ୍ଥିତ ରହିଲେ ସହକାରୀ ଜିଲ୍ଲାପାଳ ଦୀପକ ମିଶ୍ର

dhenkanalknagar status mark
Parajang, Dhenkanal | Jul 10, 2025
ପରଜଙ୍ଗ: ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଭୁବନରେ ଷ୍ଟିୟରିଙ୍ଗ ଛାଡ ଆନ୍ଦୋଳନ ଜାରି।

ପରଜଙ୍ଗ: ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଭୁବନରେ ଷ୍ଟିୟରିଙ୍ଗ ଛାଡ ଆନ୍ଦୋଳନ ଜାରି।

bhagirathimaharana31 status mark
Parajang, Dhenkanal | Jul 9, 2025
ପରଜଙ୍ଗ: ଭୁବନ ବାଜିରାଉତ ମହାବିଦ୍ୟାଳୟ ଓ ବିନାୟକ ଇଂରାଜୀ ମିଡିୟମ ସ୍କୁଲରେ ମା' ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଧାୟକ

ପରଜଙ୍ଗ: ପରଜଙ୍ଗ ପିତିରି ପରମହଂସପୁର ଛକ ମଝି ରାସ୍ତାରେ ଗତରାତିରେ ଗାଡି ପଛରେ ପିଟିଲା ଗାଡି ଓଲଟିଲା ଗାଡି ବୁଧବାର ୭ଟାରେ ପୋଲିସ କରୁଛି ତଦନ୍ତ

ପରଜଙ୍ଗ: ପରଜଙ୍ଗ ପିତିରି ପରମହଂସପୁର ଛକ ମଝି ରାସ୍ତାରେ ଗତରାତିରେ ଗାଡି ପଛରେ ପିଟିଲା ଗାଡି ଓଲଟିଲା ଗାଡି ବୁଧବାର ୭ଟାରେ ପୋଲିସ କରୁଛି ତଦନ୍ତ

dhenkanalknagar status mark
Parajang, Dhenkanal | Jul 9, 2025
ପରଜଙ୍ଗ: କଙ୍କଡ଼ାହାଡ଼ ଡ୍ରାଇଭର ମହାସଂଘ ପକ୍ଷରୁ ମଙ୍ଗଳବାର ୧୨ଟାରେ କଙ୍କଡାହାଡରେ ଆନ୍ଦୋଳନ ଜାରି

ପରଜଙ୍ଗ: କଙ୍କଡ଼ାହାଡ଼ ଡ୍ରାଇଭର ମହାସଂଘ ପକ୍ଷରୁ ମଙ୍ଗଳବାର ୧୨ଟାରେ କଙ୍କଡାହାଡରେ ଆନ୍ଦୋଳନ ଜାରି

dhenkanalknagar status mark
Parajang, Dhenkanal | Jul 8, 2025
ପରଜଙ୍ଗ: ବାଉଁଶପାଳ ଛକ ଠାରେ ୭ଦଫା ଦାବି ନେଇ ଡ୍ରାଇଭର ସଂଘର ଆନ୍ଦୋଳନ ଜାରି

ପରଜଙ୍ଗ: ବାଉଁଶପାଳ ଛକ ଠାରେ ୭ଦଫା ଦାବି ନେଇ ଡ୍ରାଇଭର ସଂଘର ଆନ୍ଦୋଳନ ଜାରି

bhagirathimaharana31 status mark
Parajang, Dhenkanal | Jul 8, 2025
ପରଜଙ୍ଗ: ୭ଦଫା ଦାବୀ ନେଇ ପରଜଙ୍ଗ ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି।

ପରଜଙ୍ଗ: ଆଳତୁମା ଗାଁ ଛକ ନିକଟରେ ସ୍କର୍ପିଓ ଅଟୋ ମୁହାଁମୁହିଁ ଧକ୍କା। ଅଟୋରେ ବସିଥିବା ଯାତ୍ରୀ ଗୁରୁତର।

Parajang, Dhenkanal | Jul 7, 2025
ପରଜଙ୍ଗ: ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ସୋମବାର ୨ଟାରେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଭାବରେ ନାମାଙ୍କନ ପତ୍ର ଭରିଲେ ବରିଷ୍ଠ ନେତା ପ୍ରେମାନନ୍ଦ ଜେନା

ପରଜଙ୍ଗ: ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ସୋମବାର ୨ଟାରେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଭାବରେ ନାମାଙ୍କନ ପତ୍ର ଭରିଲେ ବରିଷ୍ଠ ନେତା ପ୍ରେମାନନ୍ଦ ଜେନା

dhenkanalknagar status mark
Parajang, Dhenkanal | Jul 7, 2025
ପରଜଙ୍ଗ: ପାଳସାହି ଗାଁ ନିକଟ ବ୍ରାହ୍ମଣୀ ନଦୀରେ ଫସିଗଲେ ୪୦ ରୁ ଉର୍ଦ୍ଧ୍ୱ ହାତୀ, ରାତି ତମାମ ବନ ବିଭାଗ ଟିମ ନାକେଦମ

ପରଜଙ୍ଗ: ପାଳସାହି ଗାଁ ନିକଟ ବ୍ରାହ୍ମଣୀ ନଦୀରେ ଫସିଗଲେ ୪୦ ରୁ ଉର୍ଦ୍ଧ୍ୱ ହାତୀ, ରାତି ତମାମ ବନ ବିଭାଗ ଟିମ ନାକେଦମ

bhagirathimaharana31 status mark
Parajang, Dhenkanal | Jul 7, 2025
ପରଜଙ୍ଗ: ରହଣି ଗାଁରେ ଅବକାରୀ ବିଭାଗର ଚଢ଼ାଉରେ ଜଣେ ମଦ ବ୍ୟବସାୟୀ ଗିରଫ ୨୫ ଲିଟର ମହୁଲି ମଦ ସହ ଗୋଟିଏ ସ୍କୋଟୀ ଜବତ ।

ପରଜଙ୍ଗ: ରହଣି ଗାଁରେ ଅବକାରୀ ବିଭାଗର ଚଢ଼ାଉରେ ଜଣେ ମଦ ବ୍ୟବସାୟୀ ଗିରଫ ୨୫ ଲିଟର ମହୁଲି ମଦ ସହ ଗୋଟିଏ ସ୍କୋଟୀ ଜବତ ।

bhagirathimaharana31 status mark
Parajang, Dhenkanal | Jul 6, 2025
ପରଜଙ୍ଗ: ବସୋଇ ଗାଁରେ ବନ ମହୋତ୍ସବ ପାଳନ ଅବସରରେ ପ୍ରତିକ୍ରିୟା ରଖିଲେ ବିଧାୟକ ବିଭୁତି ପ୍ରଧାନ ଓ ଆରସିସିଏଫ ସଞ୍ଜୟ ସ୍ୱାଇଁ

ପରଜଙ୍ଗ: ବସୋଇ ଗାଁରେ ବନ ମହୋତ୍ସବ ପାଳନ ଅବସରରେ ପ୍ରତିକ୍ରିୟା ରଖିଲେ ବିଧାୟକ ବିଭୁତି ପ୍ରଧାନ ଓ ଆରସିସିଏଫ ସଞ୍ଜୟ ସ୍ୱାଇଁ

dhenkanalknagar status mark
Parajang, Dhenkanal | Jul 6, 2025
ପରଜଙ୍ଗ: କଙ୍କୀଳି ରାଧାକୃଷ୍ଣ ଜୀଉ ବିଦ୍ୟାପୀଠ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ ବିଭୂତି ପ୍ରଧାନ

ପରଜଙ୍ଗ: କଙ୍କୀଳି ରାଧାକୃଷ୍ଣ ଜୀଉ ବିଦ୍ୟାପୀଠ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ ବିଭୂତି ପ୍ରଧାନ

bhagirathimaharana31 status mark
Parajang, Dhenkanal | Jul 6, 2025
ପରଜଙ୍ଗ: ପଦ୍ମପୋଖରୀ ଗାଁରେ ଶନିବାର ବାହୁଡା ଯାତ୍ରା ଆରମ୍ଭ ହୋଇଛି ଭକ୍ତଙ୍କ ଗହଣରେ ଯାଉଛନ୍ତି ଠାକୁର ।

ପରଜଙ୍ଗ: ପଦ୍ମପୋଖରୀ ଗାଁରେ ଶନିବାର ବାହୁଡା ଯାତ୍ରା ଆରମ୍ଭ ହୋଇଛି ଭକ୍ତଙ୍କ ଗହଣରେ ଯାଉଛନ୍ତି ଠାକୁର ।

bhagirathimaharana31 status mark
Parajang, Dhenkanal | Jul 5, 2025
ପରଜଙ୍ଗ: କାମାକ୍ଷାନଗରରେ ଶନିବାର ୪ଟାରେ ବାହୁଡା ଯାତ୍ରା ଆରମ୍ଭ ହୋଇଛି , ସହସହ ଭକ୍ତଙ୍କ ଗହଣରେ ଯାଉଛନ୍ତି ଠାକୁର

ପରଜଙ୍ଗ: କାମାକ୍ଷାନଗରରେ ଶନିବାର ୪ଟାରେ ବାହୁଡା ଯାତ୍ରା ଆରମ୍ଭ ହୋଇଛି , ସହସହ ଭକ୍ତଙ୍କ ଗହଣରେ ଯାଉଛନ୍ତି ଠାକୁର

dhenkanalknagar status mark
Parajang, Dhenkanal | Jul 5, 2025
ପରଜଙ୍ଗ: ଜୟପୁରାକାଟେଣୀ ସରକାରୀ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ବର୍ଷା ପାଣି ଯୋଗୁଁ ଯାତାୟତ ବାଧାପ୍ରାପ୍ତ

ପରଜଙ୍ଗ: ଜୟପୁରାକାଟେଣୀ ସରକାରୀ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ବର୍ଷା ପାଣି ଯୋଗୁଁ ଯାତାୟତ ବାଧାପ୍ରାପ୍ତ

bhagirathimaharana31 status mark
Parajang, Dhenkanal | Jul 5, 2025
ପରଜଙ୍ଗ: ଜୟପୁରାକାଟେଣି ପୁରୁଣା ହରିଜନ ସାହିରେ ପାନୀୟ ଜଳ ସମସ୍ୟା ପାଣି ଟୋପେ ପାଇଁ ଡହଳ ବିକଳ ଗ୍ରାମ ବାସୀ।
#jansamasya

ପରଜଙ୍ଗ: ଜୟପୁରାକାଟେଣି ପୁରୁଣା ହରିଜନ ସାହିରେ ପାନୀୟ ଜଳ ସମସ୍ୟା ପାଣି ଟୋପେ ପାଇଁ ଡହଳ ବିକଳ ଗ୍ରାମ ବାସୀ। #jansamasya

bhagirathimaharana31 status mark
Parajang, Dhenkanal | Jul 4, 2025
Load More
Contact Us