Latest News in Kamakshyanagar (Local videos)
କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ସଭାଗୃହରେ ସୋମବାର ୪ଟାରେ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଉପସ୍ଥିତ ରହିଲେ ଉପଜିଲ୍ଲାପାଳ ଦିନମଣି ନାଏକ
Kamakshyanagar, Dhenkanal | Jul 14, 2025
dhenkanalknagar
Follow
Share
Next Videos
କାମାକ୍ଷାନଗର: ଶ୍ରାବଣ ପ୍ରଥମ ସୋମବାର କାମାକ୍ଷାନଗର ରାମେଶ୍ୱର ମନ୍ଦିରରେ ଜଳଲାଗି କଲେ କାଉଡ଼ିଆ
dhenkanalknagar
Kamakshyanagar, Dhenkanal | Jul 14, 2025
କାମାକ୍ଷାନଗର: ଶ୍ରାବଣ ମାସର ପ୍ରଥମ ସୋମବାର ଭୁବନ ବୁଦ୍ଧେଶ୍ୱର ମନ୍ଦିରରେ ଜଳଲାଗି କଲେ ଭକ୍ତ
dhenkanalknagar
Kamakshyanagar, Dhenkanal | Jul 14, 2025
କାମାକ୍ଷାନଗର: ଅବସର ନେଲା ଏକତାଳି ସ୍କୁଲର ଶିକ୍ଷକ ଭୀମସେନ ଓଝା, ଶେଷ ଥର ପାଇଁ ବେତମାଡ଼ ଖାଇଲେ ଛାତ୍ରଛାତ୍ରୀ
dhenkanalknagar
Kamakshyanagar, Dhenkanal | Jul 13, 2025
କାମାକ୍ଷାନଗର: ଭାଲୁମୁଣ୍ଡା ଗାଁରେ ରବିବାର ୪ଟାରେ ଚାଷୀ ବିଲରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି
dhenkanalknagar
Kamakshyanagar, Dhenkanal | Jul 13, 2025
କାମାକ୍ଷାନଗର: ହାଟୁଆରି ଗ୍ରାମରେ ଥିବା ସର୍ବପୁରାତନ ଶୈବ ପୀଠ କପିଳେଶ୍ୱର ମନ୍ଦିର ରାମିଆଳ ନଦୀ ଭିତରେ ରବିବାର ୩ଟାରେ ଲୋକେ ରଖିଲେ ପ୍ରତିକ୍ରିୟା
dhenkanalknagar
Kamakshyanagar, Dhenkanal | Jul 13, 2025
କାମାକ୍ଷାନଗର: ବାଟଗାଁ ଠାରେ ଶନିବାର ୧୨ରେ ଅୟୁସ୍ମ।ନ ଆରୋଗ୍ୟ ମନ୍ଦିରକୁ ଉଦଘାଟନ କଲେ ବିଧାୟକ ବିଭୁତି ପ୍ରଧାନ
dhenkanalknagar
Kamakshyanagar, Dhenkanal | Jul 12, 2025
କାମାକ୍ଷାନଗର: ବାଟଗାଁ ପଂଚାୟତରେ ଶନିବାର ୧୧ଟା ୩୦ରେ ପଂଚାୟତ ଭବନକୁ ଉଦଘାଟନ କଲେ ବିଧାୟକ ବିଭୁତି ପ୍ରଧାନ
dhenkanalknagar
Kamakshyanagar, Dhenkanal | Jul 12, 2025
କାମାକ୍ଷାନଗର: ବାଲିକୁମା ଗାଁରେ ଶନିବାର ୧୦ଟାରେ ଗଛରୁ ପଡି ଜଣେ ଗୁରୁତର ମେଡ଼ିକାଲରେ ଭର୍ତ୍ତି
dhenkanalknagar
Kamakshyanagar, Dhenkanal | Jul 12, 2025
କାମାକ୍ଷାନଗର: ଢ଼େଙ୍କାନାଳ ପୁରୁଣା ଜିଲ୍ଲା ପରିଷଦ କକ୍ଷରେ ସହରାଞ୍ଚଳ ପ୍ରତିଷ୍ଠାନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିରରେ ଶୁକ୍ରବାର ୧ଟାରେ ଯୋଗଦେଲେ ଅଧ୍ୟକ୍ଷ
dhenkanalknagar
Kamakshyanagar, Dhenkanal | Jul 11, 2025
କାମାକ୍ଷାନଗର: ସମ୍ବିଧାନ ବଞ୍ଚାଅ ସମାବେଶରେ ଭୁବନେଶ୍ୱର ଠାରେ ଶୁକ୍ରବାର ୧ଟାରେ ଯୋଗଦେଲେ କାମାକ୍ଷାନଗରର ବରିଷ୍ଠ କଂଗ୍ରେସ ନେତା ବିନୟ କୁମାର ସାହୁ
dhenkanalknagar
Kamakshyanagar, Dhenkanal | Jul 11, 2025
କାମାକ୍ଷାନଗର: ଘର ପାଇଁ ପଣ୍ଡୁଆ ଗାଁର ଦିବ୍ୟାଙ୍ଗ ପରିବାର ସହ କାମାକ୍ଷାନଗର ବିଡିଓଙ୍କୁ କଲେ ଗୁହାରୀ
dhenkanalknagar
Kamakshyanagar, Dhenkanal | Jul 11, 2025
କାମାକ୍ଷାନଗର: ଆଲୁଅଝରଣ ଆଶ୍ରମ ବିଦ୍ୟାଳୟରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ଉପସ୍ଥିତ ଥିଲେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ସ୍ମିତାଶ୍ରୀ ଜେନା
dhenkanalknagar
Kamakshyanagar, Dhenkanal | Jul 10, 2025
କାମାକ୍ଷାନଗର: ତୃତୀୟ ଦିନରେ ଡ୍ରାଇଭର ମହାସଂଘ ଆନ୍ଦୋଳନ ଜାରି ବାଉଁଶପାଳ ଠାରେ ଗୁରୁବାର ୧ଟାରେ ରଖିଲେ ପ୍ରତିକ୍ରିୟା
dhenkanalknagar
Kamakshyanagar, Dhenkanal | Jul 10, 2025
କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ସଭାଗୃହରେ ଗୁରୁବାର ୧ଟାରେ ବିଏଲଓଙ୍କୁ ନେଇ ବୈଠକ ଉପସ୍ଥିତ ରହିଲେ ସହକାରୀ ଜିଲାପାଳ ଦୀପକ ମିଶ୍ର
dhenkanalknagar
Kamakshyanagar, Dhenkanal | Jul 10, 2025
କାମାକ୍ଷାନଗର: କାନପୁରା ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କଲେ ବିଧାୟକ ଶତ୍ରୁଘନ ଜେନା
dhenkanalknagar
Kamakshyanagar, Dhenkanal | Jul 9, 2025
କାମାକ୍ଷାନଗର: ଏକୁଲ ସେକୁଲ ପୁଟିପାଳ ଗାଁରେ ନାଳ ପାରି ହୋଇ ପହଞ୍ଚିଲେ ଜିଲ୍ଲାପାଳ
dhenkanalknagar
Kamakshyanagar, Dhenkanal | Jul 9, 2025
କାମାକ୍ଷାନଗର: କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବୁଧବାର ୧ଟାରେ ବିଏଲଓଙ୍କୁ ନେଇ ବୈଠକ ଉପସ୍ଥିତ ରହିଲେ ଉପଜିଲ୍ଲାପାଳ ଦିନମଣି ନାଏକ
dhenkanalknagar
Kamakshyanagar, Dhenkanal | Jul 9, 2025
କାମାକ୍ଷାନଗର: ବିଭିନ୍ନ ଦାବି ନେଇ ମହୁଲପାଳ ପଥପ୍ରାନ୍ତ କେନ୍ଦ୍ର ଠାରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି
dhenkanalknagar
Kamakshyanagar, Dhenkanal | Jul 8, 2025
କାମାକ୍ଷାନଗର: ୭ଦଫା ଦାବି ନେଇ ଭୁବନରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି
dhenkanalknagar
Kamakshyanagar, Dhenkanal | Jul 8, 2025
କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ସଭାଗୃହରେ ବିଏଲଓଙ୍କୁ ନେଇ ବୈଠକ ଅନୁଷ୍ଠିତ, ଉପସ୍ଥିତ ରହିଲେ ଉପଜିଲ୍ଲାପାଳ ଦିନମଣି ନାଏକ
dhenkanalknagar
Kamakshyanagar, Dhenkanal | Jul 8, 2025
କାମାକ୍ଷାନଗର: କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ୪ଟାରେ ସମନ୍ୱୟ ବୈଠକ ଅନୁଷ୍ଠିତ ଉପସ୍ଥିତ ରହିଲେ ଉପଜିଲ୍ଲାପାଳ ଦିନମଣି ନାଏକ
dhenkanalknagar
Kamakshyanagar, Dhenkanal | Jul 7, 2025
କାମାକ୍ଷାନଗର: ଜିରାଳ ପଂଚାୟତରେ ସୋମବାର ୧୧ଟାରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
dhenkanalknagar
Kamakshyanagar, Dhenkanal | Jul 7, 2025
କାମାକ୍ଷାନଗର: ଦଶଦଫା ଦାବିରେ ସୋମବାର ୧୨ଟାରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଓଡିଶା ରାଜସ୍ବ ଅମଲା ସଙ୍ଘ ତରଫରୁ ଆନ୍ଦୋଳନ
dhenkanalknagar
Kamakshyanagar, Dhenkanal | Jul 7, 2025
କାମାକ୍ଷାନଗର: ବୁଢ଼ୀବିଲି ଗାଁ ନିକଟ ବ୍ରହ୍ମଣୀ ନଦୀରେ ରବିବାର ୪ଟାରେ ଗାଈ,ମେଣ୍ଢା ,ଛେଳି ସହିତ ଜଣେ ଲୋକ ଫସିକି ରହିଲେ
dhenkanalknagar
Kamakshyanagar, Dhenkanal | Jul 6, 2025
Load More
Contact Us
Your browser does not support JavaScript!