ଚିତ୍ରକୋଣ୍ଡା: କମାରଗୁଡା ଗ୍ରାମରେ ଅନୁଷ୍ଠିତ ସଚି କାରାମ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ବ୍ଲକ କଂଗ୍ରେସ କର୍ମୀ ହେଲେ ଅତିଥି
Chitrakonda, Malkangiri | Aug 19, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କମାରଗୁଡା ଗ୍ରାମରେ ଗତକାଲି ଠାରୁ ଅନୁଷ୍ଠିତ ସଚି କାରାମ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର...