ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟନେଲ କ୍ୟାମ୍ପଠାରେ ସେଣ୍ଟର ଫର ଏକ୍ସଲେନ୍ସ କେନ୍ଦ୍ର ଉଦଘାଟନ କଲେ ନବରଙ୍ଗପୁର ସାଂସଦ
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟନେଲ କ୍ୟାମ୍ପଠାରେ ନବରଂଗପୁର ସାଂସଦ ବଳଭଦ୍ର ମାଝୀ ସେଣ୍ଟର ଫର ଏକ୍ସଲେନ୍ସ କେନ୍ଦ୍ରର ଉଦଘାଟନ କରିଛନ୍ତି। ଏହି ସମୟରେ ମାଲକାନଗିରି ବିଧାୟକ ନରସିଂହ ମାଡକାମି ସମେତ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।