ଚିତ୍ରକୋଣ୍ଡା: କମାରଗୁଡା ଗ୍ରାମରେ ଅନୁଷ୍ଠିତ ସଚି କାରାମ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ଯୋଗଦେଲେ ଡିଏସପି
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ଅନ୍ତର୍ଗତ କମାରଗୁଡା ଗ୍ରାମରେ ଅନୁଷ୍ଠିତ ସଚି କାରାମ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳୁଆଡ ମନୋଭାବ ରଖି ଖେଳିବାକୁ କହିଛନ୍ତି।