ଚିତ୍ରକୋଣ୍ଡା: ପଡିଆ ବ୍ଲକ ଅନ୍ତର୍ଗତ କମାରଗୁଡା ଗ୍ରାମରେ ଅନୁଷ୍ଠିତ ସଚି କାରାମ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ପଡିଆ ଚାମ୍ପିଅନ
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କମାରଗୁଡା ଗ୍ରାମରେ ଅନୁଷ୍ଠିତ ସଚି କାରାମ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଛି। ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପଡିଆ ପଞ୍ଚାୟତ ସମିତି ଅଧକ୍ଷ କଲ୍ୟାଣ ବିଶ୍ୱାସ, ସଂମ୍ମାନିତ ଅତିଥି ଜିଲ୍ଲା କିର୍କେଟ ଆସୋଶେଶନ ସଭା ପତି ଏମ ଡି ଫାରୁକ, ବିଜେଡି ବ୍ଲକ ସଭାପତି ସି ହେଚ ରବୀଟ କୁମାର, ବରିଷ୍ଟ ସମାଜ ସେବି ଏନ ରାଘବ ରାଓ, ପଡିଆ ବରିଷ୍ଟ ସାମ୍ବାଦିକ କେ ଭାସ୍କର ରାଓ, ପଡୋଶୀ ଛତିଶ ଗଡ଼ ରାଜ୍ୟ ସୁକୁମା ର ସନୁ କରସ୍ଥା, ଡୋରନା ପାଲ ର ଗଣେଶ ବାହିନୀ, ଯୋଗ ଦେଇଥିଲେ ସରପଞ୍ଚ ଶ କାରାମ ଙ୍କ ପରିବାର ଉପସ୍ଥିତ ଥିଲେ