ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ମହାବୀରପଡାରେ ନାଉରି ନାଏକଙ୍କୁ ସାକ୍ଷାତ କଲେ ରେଙ୍ଗାଲି ଅଂଚଳବାସୀ
ମହାନଗର ନିଗମ ଅନ୍ତର୍ଗତ ମହାବୀର ପଡା ରେ ରହୁଥିବା ରେଙ୍ଗାଲି ର ପୂର୍ବତନ ବିଧାୟକ ତଥା ସାଂସଦଙ୍କ ପ୍ରତିନିଧି ନାଉରି ନାଏକଙ୍କୁ ସାକ୍ଷାତ କଲେ ରେଙ୍ଗାଲି ନିର୍ବାଚନ ମଣ୍ଡଳିର ଅନେକ ଲୋକେ l ରେଙ୍ଗାଲି ନିର୍ବାଚନ ମଣ୍ଡଳି ର ଭିନ୍ନ ଭିନ୍ନ ଅଞ୍ଚଳର ଲୋକେ ତାଙ୍କର ସମସ୍ୟା ନେଇ ଆଜି ଦିନ ପ୍ରାୟ 10 ଟା ସମୟରେ ନାଉରୀଙ୍କ ପାଖକୁ ପହଞ୍ଚିଥିଲେ l