ପାଇକମାଳ: ପଦ୍ମପୁର ଦେବଦରହା ନଦୀରେ ଯୁବକ ନିଖୋଜ, ୩୦ ଘଣ୍ଟା ପରେ ବି ମିଳିଲାନି ପତ୍ତା
ବରଗଡ଼ ଜିଲ୍ଲା ପଦ୍ମପୁରର ପ୍ରସିଦ୍ଧ ଦେବଦରହା ମନ୍ଦିର ନିକଟସ୍ଥ ନଦୀରେ ବୁଡ଼ି ଯୁବକ ନିଖୋଜ ହେବା ଘଟଣାକୁ ୩୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ନିଖୋଜ ଯୁବକଙ୍କ କୌଣସି ପତ୍ତା ମିଳିପାରିନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି।