ପାଇକମାଳ: ବରଗଡ଼: ଛିନ୍ଦେଇକେଲା-ବଛାପଡ଼ା ରାସ୍ତା ଶୋଚନୀୟ, ଯାତାୟାତରେ ଅସୁବିଧା
ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକର ଛିନ୍ଦେଇକେଲାରୁ ବଛାପଡ଼ାକୁ ସଂଯୋଗ କରୁଥିବା ରାସ୍ତା ବର୍ଷା ଯୋଗୁଁ ଏବେ ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ବଡ଼ ବଡ଼ ଗର୍ଭ ସୃଷ୍ଟି ହେବାରୁ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।