Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
हादसा
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Narendramodi
Nitishkumar
Madhya_pradesh
सोशल_मीडिया
Mp
Nsui
Pmmodi
Rahulgandhi
Actor
Haryana
chandrehan13
No video available
3
कांग्रेस कार्यकर्ता #बिनोद#चौधरी#पहुंचे गढ़ी,, मीडिया से बातचीत मे क्या कुछ कहा सुनें
Khaira, Jamui
| May 23, 2025
#बिनोद
#चौधरी
#पहुंचे
#national
#politics
MORE NEWS
#ସିମୁଳିଆ_ମାର୍କେଟ_ରୁ_ବାଇକ_ଚୋରି #ଦୁଇ_ଜଣ_ଚୋର_କୁ_କାବୁ_କରିବା_ସହ_ଉତ୍ତମ_ମଧ୍ଯମ_ଦେଇ #ପୋଲିସ_ରେ_ଜିମା_ଦେଲେ_ଲୋକେ ଆଜି ସକାଳେ ମାର୍କେଟ ରେ ଭିଡ ର ସୁଯୋଗ ନେଇ ଦୁଇ ଜଣ ଚୋର ବାଇକ ର ଲକ୍ ଭାଙ୍ଗି ଚୋରି କରୁଥିବା ବେଳେ ଜନୈକ ବ୍ଯକ୍ତି ସେମାନଙ୍କୁ ଦେଖି ପାଟି କରିବାରୁ ଦୁଇ ଜଣ ଦୌଡି ପଳାଇବାକୁ ଉଦ୍ଯମ କରୁଥିଲେ, ମାତ୍ର ମାର୍କେଟ କୁ ଆସିଥିବା ଅନ୍ଯ ଲୋକମାନେ ଦୁଇ ଜଣ ଚୋର କୁ କାବୁ କରି ଉତ୍ତମ ମଧ୍ଯମ ଦେବା ସହ ବାଲିଆପାଳ ପୋଲିସ କୁ ଜିମା ଦେଇଥିଲେ, ପୋଲିସ ଦୁଇ ଜଣ ଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ବେଳେ ସେମାନଙ୍କ ଘର ରେମୁଣା ଥାନା ଅଞ୍ଚଳ ର ବୋଲି ଜଣା ପଡିଛି #mahimatv #PoliceInvestigation #NewsUpdate #balasore #newsfeed #Baliapal
Basta, Balasore | Jun 5, 2026
#ବିପୁଳ_ପରିମାଣର_ଦେଶୀ_ମଦ_ଜବତ। #ପୋଲିସକୁ_ଦେଖି_ଗାଡ଼ି_ଛାଡ଼ି_ଛୁ_ମାରିଲା_ଡ୍ରାଇଭର । ଜଳେଶ୍ୱର ଥାନା ଝାଡ଼େଶ୍ୱରପୁର ଠାରେ ପୋଲିସକୁ ଦେଖି ରାସ୍ତା ଉପରେ ମଦ ଭର୍ତି ପିକଅପ ଭେନ ଛାଡି ଡ୍ରାଇଭରଛୁ ମାରିଥିଲା ବେଳେ ସନ୍ଦେହରେ ପୋଲିସ ଯାଞ୍ଚ କରିବାରୁ ମଦ ଥିବା ଜାଣି ପାରି ପିକଓପ ଭେନକୁ ଅଟକାଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଗାଡ଼ିରେ ଲକ୍ଷାଧିକ ଟଙ୍କାର ମଦ ଥିବା ସୂଚନା । ରାତି ପାଖାପାଖି ୧୦ ଟା ସମୟରେ OD 01J3873 ନଂ ବିଶିଷ୍ଟ ଏକ ପିକଓପ ଭେନ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଭର୍ତି କରି ବାଲେଶ୍ୱର ଆଡୁ ଜଳେଶ୍ୱର ଆଡକୁ ଆସୁଥିଲା ବେଳେ ପୋଲିସ ଭେନ ଗାଡି ଦେଖି ଡ୍ରାଇଭର ଦୌଡ଼ି ପଳାଇ ଯିବାରୁ ସନ୍ଦେହ ଉପୁଜିଥିଲା । ପୋଲିସ ଯାଞ୍ଚ କରିବାରୁ ସେଥିରେ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଥିବା ଜାଣିବାକୁ ପାଇଥିଲା । ପୋଲିସ ଉକ୍ତ ଗାଡିକୁ ଥାନାକୁ ନେଇଥିଲା ବେଳେ ତାହା ଜଳେଶ୍ୱର ଲକ୍ଷ୍ମଣନାଥ ମଦ କାଉଣ୍ଟରକୁ ଯାଉଥିବା ବୋଲି ସୂଚନା ରହିଛି । ତେବେ ପୋଲିସ ପିକଓପକୁ ଥାନାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି । #NewsUpdate #newsfeed #PoliceInvestigation #raid #balasore #Jaleswar #mahimatv
Basta, Balasore | Jun 5, 2026
#ବିପୁଳ_ପରିମାଣର_ଦେଶୀ_ମଦ_ଜବତ। #ଚୋରା_ଦେଶୀ_ମଦ_ଗୋଦାମ_ଉପରେ_ଜିଲ୍ଲା_ପୋଲିସର_ସ୍ୱତନ୍ତ୍ର_ଟିମର_ଚଢ଼ାଉ ଜଳେଶ୍ୱର ଥାନା ରାଜପୁର ଠାରେ ଜଳେଶ୍ୱର ଅଂଚଳର ସେକ ସାଜନ ଘରେ ଚଢ଼ାଉ #NewsUpdate #newsfeed #PoliceInvestigation #raid #balasore #Jaleswar #mahimatv
Basta, Balasore | Jun 5, 2026
#ଭାଇ_ର_ମାଡ଼ରେ_ଭଉଣୀ_ଗୁରୁତର । ପୂର୍ବ ଶତୃତା ଜମିଜମା ବିବାଦ ରୁ ଭାଇ ଆକ୍ରମଣ ରେ ଭଉଣୀ ଗୁରୁତର ଆହତ । କଟକରେ ଭର୍ତ୍ତି । ବସ୍ତା ଥାନା ଲକ୍ଷ୍ମଣାପଡ଼ା ଗ୍ରାମରୁ ଆସିଛି ଏମିତି ଅଭିଯୋଗ । #NewsUpdate #attack #BASTA #balasore #FamilyDispute #LandDispute #mahimatv
Basta, Balasore | Jun 5, 2026
#୪ହଜାର_୫୦୦_ଲିଟର_ଦେଶୀ_ମଦ_ସହିତ_ତିନୋଟି_ମାରାଣସ୍ତ୍ର #ଜବଦ ଚୋରା ଦେଶୀ ମଦ ଗୋଦାମ ଉପରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମର ଚଢ଼ାଉ ଅନେକ ଗୁଡିଏ ଦରକାରୀ କାଗଜପତ୍ର ଜବତ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ରାଜପୁର ଠାରେ ଘଟିଛି ଏଭଳି ଘଟଣା | #bharatnewsodia #balasore #jaleswarnews
Singla, Balasore | Jun 5, 2026