ବାଲେଶ୍ୱରରେ ପାଳିତ ହେଲା ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ
Baleshwar, Balasore | Nov 21, 2026
ବାଲେଶ୍ୱର ଜିଲ୍ଲା ସାମ୍ବାଦିକ ପ୍ରକୋଷ୍ଠରେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କର ଓଡ଼ିଶା ଗଠନ ଓ ବିକାଶ କ୍ଷେତ୍ରରେ ଥିବା ଅବଦାନକୁ ଅତିଥିମାନେ ସ୍ମରଣ କରିଥିଲେ।