ଚାଷୀ ର ଶେଷ ଆଶା ଉଜାଡ଼ିଲା ବାତ୍ୟା ଅକଭନ୍ ବିଲରେ ଭାସୁଛି ପାଚିଲା ଧାନ,ବାତ୍ୟା ପରେ ବନ୍ୟା ଭୟରେ ଏବେ ଚିନ୍ତାରେ ଚାଷୀକୁଳ। ବିଲରେ ପାଚିଲା ଧାନ, ଅନ୍ୟପଟେ ଆକାଶରେ କଳାହାଣ୍ଡିଆ ତୁହା କୁ ତୁହା ବର୍ଷା। ସମ୍ଭାବ୍ୟ ବାତ୍ୟା 'ଅକଭାନ'ର ପ୍ରଭାବରେ ଲାଗି ରହିଥିବା ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଚାଷୀ ବିଲରୁ ଧାନ କାଟିବା ସମୟ ରେ ଏହି ବାତ୍ୟା ବର୍ଷା ରେ ଧାନ ଗଛ ସବୁ ଶୋଇଗଲାଣି । ବିଲରେ ପାଣି ଲହଡ଼ି ଖେଳୁଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବରୁଣଗଡିଆ,ଦରଡା,ମୁକୁଳିସି,ବାସିଚକୁରାଇ,ବ୍ରହ୍ମୁଣଦା,ସଦାନନ୍ଦପୁର,କୁଳିଦା,କୁଡିଆ ଗଡ଼ପଦା , ରାଉତପଡ଼ା ଆଦି ପଞ୍ଚାୟତ ରେ ଏବେ ଚାଷୀଙ୍କ ମୁଣ୍ଡରେ ଚଡ଼କ।
Surajtv CMO Odisha Collector & DM Balasore Krushna Chandra Mohapatra