Public App Logo
Jansamasya
Uttarakhand
Crimenews
Education
China
Bareilly
���्रशासन
Agra
Politics
Abvp
���ायल
Fatehpur
Jodhpur
Uppolice
Live
Westbengal
Farrukhabad
Mirzapur
Raebareli
Rain
Tikamgarh
Prayagraj
Muzaffarnagar
Modiji
���ोगी_आदित्यनाथ
Indianrailways
Letestnews
���ाइक
���ायरल
Arvindkejriwal
No video available

କୋଦଳା: କବିସୂର୍ଯ୍ୟନଗର ବ୍ଲକ ରେ ମନରେଗା କର୍ମ ନିଯୁକ୍ତି ରେ ଶ୍ରମ ଅଟକଳ ପାଇଁ ପ୍ରସ୍ତୁତି ବୈଠକ

Kodala, Ganjam | Nov 5, 2024
ମଙ୍ଗଳବାର ଅପରାହ୍ନ 3.30 ମିନଟ ସମୟରେ କବିସୂର୍ଯ୍ୟନଗର ବ୍ଲକ ସଭା ଗୃହରେ ବିଡ଼ିଓ ସୁଶ୍ରୀ ସାଗରୀକା ଷଡ଼ଙ୍ଗୀଙ୍କ ଅଧକ୍ଷତାରେ 2025/26ଆର୍ଥିକ ବର୍ଷ ନିମନ୍ତେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମ ଅଟକଳ ପ୍ରସ୍ତୁତି ପାଇଁ ବୈଠକ ହୋଇଯାଇଛି। ତ । ଏଥିରେ ଏ ବିଡ଼ିଓ ନାରାୟଣ ବେହେରା,ସହକାରୀ ନିର୍ବାହୀ ଯନ୍ତ୍ରୀ କୈଳାଶ ଚନ୍ଦ୍ର ବେହେରା ସମସ୍ତ କନିଷ୍ଠ ଯନ୍ତ୍ରୀ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ ।