Public App Logo
Jansamasya
Uttarakhand
Crimenews
Education
China
Bareilly
���्रशासन
Agra
Politics
Abvp
���ायल
Fatehpur
Jodhpur
Uppolice
Live
Westbengal
Farrukhabad
Mirzapur
Raebareli
Rain
Tikamgarh
Prayagraj
Muzaffarnagar
Modiji
���ोगी_आदित्यनाथ
Indianrailways
Letestnews
���ाइक
���ायरल
Arvindkejriwal
No video available

କୋଦଳା: ଶାଳବଣ ଠାରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଅକ୍ଟୋବର ବିପ୍ଳବ ଜୟନ୍ତୀ ପାଳିତ

Kodala, Ganjam | Nov 7, 2024
ଗୁରୁବାର ସାରା ବିଶ୍ୱରେ ମହାନ ଅକ୍ଟୋବର ବିପ୍ଳବ ଜୟନ୍ତୀ ଭାବେ କମ୍ୟୁନିଷ୍ଟ ପାର୍ଟି ତରଫରୁ ସାରା ଭାରତ ବର୍ଷରେ ବିଶ୍ୱର ସବୁ ରାଷ୍ଟ୍ରରେ ଏହାକୁ ମହା ଆଡମ୍ବର ସହକାରେ ପାଳନ କରାଯାଇଛି । ଏହି ଦିନ ଋଷରେ ଜାର ସରକାର କୁ ହଟାଇ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠା ହୋଇଥିଲା ।ଅକ୍ଟୋବର ରେ ଋଷିଆ ରେ କ୍ୟାଲେଣ୍ଡର ଅନୁସାରେ ଆମ ଭାରତ ବର୍ଷରେ ନଭେମ୍ବର 7 ହେଉଛି । ଏହି ଦିନ ହୋଇ ଥିବାରୁ ବେଗୁନିଆପଡା ଆଞ୍ଚଳିକ ପରିଷଦ ତରଫରୁ ଷଣ୍ଢ ମୂଳ ପଂଚାୟତର ଶାଳବଣ ଠାରେ ଗୁରୁବାର ସତ୍ୟବାଦୀ ସ୍ୱାଇଁ ପତାକା ଉତ୍ତୋଳନ କରି ପାଳନ କରାଯାଇଛି। ଏଥିରେ ଆଞ୍ଚଳିକ ସମ୍ପାଦକ ରଙ୍କନାଥ ସ୍ୱାଇଁ ଉପସ୍ଥିତ ଥିଲେ ।
କୋଦଳା: ଶାଳବଣ ଠାରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଅକ୍ଟୋବର ବିପ୍ଳବ ଜୟନ୍ତୀ ପାଳିତ - Kodala News