Public App Logo
Jansamasya
News
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap
Education

ଉତ୍ତରା ପୋଲିସ ଷ୍ଟେସନ: ଶୁଭମିତ୍ରା ହତ୍ୟାକାଣ୍ଡ ମାମଲାକୁ ରେଡ ଫ୍ଲାଗ ଶ୍ରେଣୀଭୁକ୍ତ କଲା ପୋଲିସ,ଧଉଳିରେ ପ୍ରତିକ୍ରିୟା ରଖିଲେ ଅବସରପ୍ରାପ୍ତ ଏସ୍ପି ସୀତାରାମ ସତପଥୀ

Uttara PS, Khordha | Sep 19, 2025
ମହିଳା କନେଷ୍ଟବଳ ଶୁଭମିତ୍ରା ହତ୍ୟାକାଣ୍ଡ ମାମଲାକୁ ରେଡ ଫ୍ଲାଗ ଶ୍ରେଣୀଭୁକ୍ତ କଲା ପୋଲିସ | ଏହି ମାମଲା ରେ କ୍ରାଇମବ୍ରାଞ୍ଚ ର ଜଣେ ବରିଷ୍ଠ ଅଧିକାରୀ ନିରୀକ୍ଷଣ କରିବେ |ମାମଲା ର ଅଗ୍ରଗତି ଓ ତଦନ୍ତ ଶୀଘ୍ର ସାରି ଠିକ ସମୟରେ ଚାର୍ଜସିଟ ଦାଖଲ କରିବା ଦିଗରେ ଗୁରୁତ୍ବ ଦିଆଯାଇଛି | ଶ୍ୱାସ ରୁଦ୍ଧ ରୁ ଶୁଭମିତ୍ରା ଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସବ ବ୍ୟବଛେଦ ରିପୋର୍ଟରୁ ଜଣା ପଡିଛି | ତାଙ୍କ ବେକରେ ଦାଗ ରହିଛି | କାର ଭିତରେ ଶୁଭମିତ୍ରା ଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ଦୀପକ |