Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ଉତ୍ତରା ପୋଲିସ ଷ୍ଟେସନ: ବିଳମ୍ବିତ ରାତିରେ ଧଉଳି ଥାନା ଅଞ୍ଚଳରେ ସିରିଜ ଲୁଟ, ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ

Uttara PS, Khordha | Aug 20, 2025
ବିଳମ୍ବିତ ରାତିରେ ଧଉଳି ଥାନା ଅଞ୍ଚଳରେ ସିରିଜ ଲୁଟ, ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ |ରାଜଧାନୀରେ ମାତିଲେ ଲୁଟେରା। ପୁଣି ହେଲା ଭୁବନେଶ୍ୱରରେ ସିରିଜ୍ ଲୁଟ୍। ବିଳମ୍ବିତ ରାତି 3.45ରେ ଧଉଳି ଥାନା ଅଂଚଳରେ ଏକାଧିକ ଘରେ ବୁଲାଇଲେ କଳାକନା। ଉପର ମହଲାରେ ଥିବା ଲୋକଙ୍କୁ ବାହାରୁ ତାଲା ପକାଇ ଲୁଟିଲେ ଲୁଟେରା | ଘରର ସମସ୍ତ ତାଲା ଓ ଗୋଦରେଜ୍ ଭାଙ୍ଗି ବିଜନେସ ମ୍ୟାନଙ୍କ ଘରୁ 10ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍। ପୁଅର ଆଡମିସନ୍ କରିବା ପାଇଁ ପରିବାର ସହ ବୁର୍ଲା ଯାଇଥିଲେ ଘର ମାଲିକ ଶୁଭ୍ରାଂଶୁ ନାୟକ | ସିସିଟିଭିରେ ମୁଖାପିନ୍ଧା ଲୁଟେରା ଶାବଳ ଧରି ବୁଲୁଥିବାର ଦୃଶ୍ୟ

MORE NEWS