Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
भारत
भाजपा
मुख्यमंत्री
Congress
Modi
Delhi
Viral
शिक्षा
शराब
पेट्रोल
Up
दिल्ली
Breakingnews
Narendramodi
Madhya_pradesh
Nsui
Pmmodi
Ipl
Rahulgandhi
यूपी
Pm

ମୋଟୁ: ଏମପିଭି ୮୨ ଗ୍ରାମ ସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ଭବନ ଉଚ୍ଚ ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ

Motu, Malkangiri | Jul 29, 2025
ଏମପିଭି ୮୨ ଗ୍ରାମ ସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ଭବନ ଉଚ୍ଚ ବିଦ୍ୟାଳୟରେ ଆଜି ଆନ୍ତର୍ଜାତୀୟ ବ୍ଯାଘ୍ର ଦିବସ ପାଳନ ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ, ଟି ସାର୍ଟ ଓ ଟ୍ରଫି ପ୍ରଦାନ କରାଗଲା।ମୋଟୁ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ସ୍ବାଇଁ, ବନପାଳ ସମୀର କୁମାର ଜେନା,ଦୀପଙ୍କର ଶିଉଳୀ,ବନରକ୍ଷୀ ତପନ ସାହହା,ପାର୍ଥ ସାରଥି ରାଉତ,ଅନନ୍ତ ପାଲୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମା ଚରଣ ପଟ୍ଟନାୟକ ସ୍କୁଲ ସଭାପତି ପରିମଲ ମଣ୍ଡଳ ତଥା ବହୁ ମାନ୍ଯବ୍ଯକ୍ତି ଉପସ୍ଥିତ ଥିଲେ।ଉକ୍ତ ସଭାକୁ ଗୋଦାବରୀଶ ଦାସ ପରିଚାଳନା କରିଥିଲେ।

MORE NEWS