Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ମୋଟୁ: କାଲିମେଳା ବ୍ଲକ ଅନ୍ତର୍ଗତ କୋଇକୋଣ୍ଡା ଗ୍ରାମ ଠାରେ ସୁସ୍ଥ ନାରୀ ଶସକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ

Motu, Malkangiri | Sep 26, 2025
ଅଦ୍ୟ ତା 26 - 09 - 25 ରିଖ ମାଲାଭରମ୍ ମଣ୍ଡଳ ସଭାପତି ଶ୍ରୀ ଜୟନ୍ତ ମଜୁମଦାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କୋଇକୋଣ୍ଡା ଠାରେ ଅନୁଷ୍ଠିତ ସେବାପକ୍ଷର ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମରେ ସ୍ଥାନୀୟ କାର୍ଯ୍ୟ କର୍ତ୍ତା ଶ୍ରୀ ସମୀର ମିସ୍ତ୍ରୀ, ଶ୍ରୀ ଗଣେଶ ବେପାରୀ,ଶ୍ରୀ ବିକାଶ ରାୟ ପ୍ରମୁଖ ଉପସ୍ଥିତ ଥିବା ସହ କାର୍ଯ୍ୟ କ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେଇ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଡାକ୍ତର ଶ୍ରୀ ମଦାଇ ଟୁଡୁ ଙ୍କ ସହ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ