Public App Logo
Jansamasya
News
Bjp
National
Police
Bihar
बिहार
India
कांग्रेस
भाजपा
Congress
Modi
Delhi
Viral
Jharkhand
Rajasthan
Bollywood
Patna
Breakingnews
Narendramodi
Madhya_pradesh
Cm
Pmmodi
Rahulgandhi
यूपी
Uttarpradesh
Haryana
Uttarakhand
Crimenews
Aap

ମୋଟୁ: ସୀମାବର୍ତ୍ତୀ ମୋଟୁ ଠାରୁ କଂଗ୍ରେସର ପଦଯାତ୍ରା, ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରୁ ରାଜ୍ୟର ସ୍ଵାର୍ଥ ରକ୍ଷା ଲାଗି ବିଶାଳ ପଦଯାତ୍ରା

Motu, Malkangiri | Oct 2, 2025
ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ମୋଟୁ ମୁଗୀ ପଏଣ୍ଟ ଠାରୁ ରାଜ୍ୟ କଂଗ୍ରେସର ପଦଯାତ୍ରା । ରାଜ୍ୟରେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପଦଯାତ୍ରା ଚାଲିଥିବା କହିଲା କଂଗ୍ରେସ।
ମୋଟୁ: ସୀମାବର୍ତ୍ତୀ ମୋଟୁ ଠାରୁ କଂଗ୍ରେସର ପଦଯାତ୍ରା, ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରୁ ରାଜ୍ୟର ସ୍ଵାର୍ଥ ରକ୍ଷା ଲାଗି ବିଶାଳ ପଦଯାତ୍ରା - Motu News