Public App Logo
Jansamasya
News
���ुलिस
Bjp
National
Police
Bihar
���िहार
���ीजेपी
Uttar_pradesh
Congress
Modi
Delhi
Viral
Crime
Odisha
Rajasthan
���मित_शाह
���िल्ली
Breakingnews
���हिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
���ेजस्वी_यादव
Uttarakhand
Crimenews

ମୋଟୁ: ମାଲକାନଗିରି ଜିଲ୍ଲା ପୁଷୁଗୁଡା ପଞ୍ଚାୟତ ସଦର ମହକୁମାରେ ଜିଲ୍ଲା କଂଗ୍ରେସର ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ

Motu, Malkangiri | Sep 22, 2025
ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ମୋଟୁ ଠାରେ ମାଲକାନଗିରି ଜିଲ୍ଲା ସଂଯୋଜକ ଜି ଶ୍ରୀନିବାସ ରାଓ ଙ୍କ ନିର୍ଦ୍ଦେଶ କ୍ରମେ "ସମ୍ବିଧାନ ବଚାଓ" ପଦ ଯାତ୍ରା ବିଷୟରେ ପୋସୁଗୁଡ଼ା ପଞ୍ଚାୟତ ରେ ଆଲୋଚନା କରାଯାଇଛି । ଯାହା ୨ ଅକ୍ଟୋବର ୨୦୨୫ ରେ ମାଲକାନଗିରି ଜିଲ୍ଲା (ମୋଟୁ,ମୁଗି ପଏଣ୍ଟ) ରୁ ଆରମ୍ଭ ହେବ। ଏହି ବୈଠକରେ କାଲିମେଳା ବ୍ଲକ ପୂର୍ବତନ ଚେୟାରମେନ ମାଲା ମାଢି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମୋନଜ କୁମାର ନାୟକ, ରାଜ୍ୟ ସମ୍ପାଦକ ସୋନ୍ତୋଷ ପଟ୍ଟନାୟକ, ପୂର୍ବତନ NSUI ସଭାପତି ବଂଶୀ ବୁରୁଦା, ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ଦେବାଶିଷ ଦେବନାଥ ଉପସ୍ଥିତ ଥିଲେ।
ମୋଟୁ: ମାଲକାନଗିରି ଜିଲ୍ଲା ପୁଷୁଗୁଡା ପଞ୍ଚାୟତ ସଦର ମହକୁମାରେ ଜିଲ୍ଲା କଂଗ୍ରେସର ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ - Motu News