Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
भारत
भाजपा
मुख्यमंत्री
Congress
Modi
Delhi
Viral
शिक्षा
शराब
पेट्रोल
Up
दिल्ली
Breakingnews
Narendramodi
Madhya_pradesh
Nsui
Pmmodi
Ipl
Rahulgandhi
यूपी
Pm

ମୋଟୁ: ମାଲକାନଗିରି ଜିଲ୍ଲାପାଳଙ୍କ ମାନ୍ୟମକୋଣ୍ଡା ୟୁ.ଜି.ଏଚ୍ ସ୍କୁଲ ପରିଦର୍ଶନ, ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଙ୍କ ସହ କଲେ ଆଲୋଚନା

Motu, Malkangiri | Sep 8, 2025
ଆଜି ମାଲକାନଗିରି ଜିଲ୍ଲାପାଳ ମାନ୍ୟମକୋଣ୍ଡା ୟୁ.ଜି.ଏଚ୍ ସ୍କୁଲ ପରିଦର୍ଶନ କରିବା ସହ ସେଠାରେ ପିଲାଙ୍କୁ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିବା ସହ ଛାତ୍ର ଛାତ୍ରୀଙ୍କ ସହ କଥା ହୋଇଥିଲେ I ଏହି ଅବସରରେ ଜିଲ୍ଲାପାଳଙ୍କ ସହ କାଲିମେଳା ବିଡିଓ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ। ,