Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ରାଉରକେଲା ମ୍ୟୁନିସିପାଲଟି: ଆଇଜିଏଚ୍ ର ଘରୋଇ କରଣ ପ୍ରସ୍ତାବ କୁ ବିରୋଧ, ରାଉରକେଲା ଇସ୍ପାତ କାରଖାନା ଶ୍ରମିକ ସଙ୍ଗଠନର ଇସ୍ପାତ ଜେନେରାଲ ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ

Raurkela M, Sundargarh | Nov 21, 2025
ଆଇଜିଏଚ୍ ର ଘରୋଇ କରଣ ପ୍ରସ୍ତାବ କୁ ବିରୋଧ କରି ଶୁକ୍ରବାର ସଂଧ୍ୟାରେ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଉରକେଲା ଇସ୍ପାତ କାରଖାନା ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଗାମୀ ଦିନରେ ଘରୋଇ କରଣ କଲେ ବଡ ଆନ୍ଦୋଳନର ଚେତାବନୀ ଦେଇଛନ୍ତି।