Public App Logo
ବିଭେଦ ଓ ଅସ୍ପୃଶ୍ୟତା ବିରୋଧରେ କଂଗ୍ରେସର ସତ୍ୟାଗ୍ରହ କୋରାପୁଟ ଆମ୍ବେଦକର ପାର୍କରେ ବିଭେଦ ଓ ଅସ୍ପୃଶ୍ୟତା ବିରୋଧରେ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ। ଏଥିରେ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ଯୋଗଦେଇ କହିଛନ୍ତି— “ବିଜେପି ଓ ଆରଏସଏସ ଦେଶକୁ ଲଜ୍ଜିତ କରୁଛି।” ସାମାଜିକ ସମାନତା, ଭାଇଚାରା ଓ ସମ୍ବିଧାନର ମୂଲ୍ୟବୋଧର ସୁରକ୍ଷା ପାଇଁ କଂଗ୍ରେସର ଏହି ସତ୍ୟାଗ୍ରହ। #Koraput #Congress #Satyagraha #RamachandraKadam #AmbedkarPark #SocialJustice - Koraput Town News