Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ସମ୍ବଲପୁର ମ୍ୟୁନିସିପାଲଟି: ମୁମ୍ବାଇରୁ Sir J. J. School of Art ଟିମ କୁଦପାଲି ପରିଦର୍ଶନ

Sambalpur M, Sambalpur | Nov 28, 2025
ମୁମ୍ବାଇରୁ Sir J. J. School of Art ଟିମ କୁଡୋପାଲୀ ପରିଦର୍ଶନ କରିଛନ୍ତି l ଵୀର ଛବିଲ ସାଇ ସ୍ମାରକର ଡିଜାଇନ ତିଆରି କରିବା ପାଇଁ ଏହି ଟିମ ପରିଦର୍ଶନ କରିଥିଲେ l ପରିକଳ୍ପନାରେ ସ୍ମୃତି ଭ ଭାସ୍କର୍ଯ୍ୟ, ଧାର୍ମିକ ଦ୍ୱାର, ଶୃଙ୍ଗାରିତ ପରିବେଶ ଏବଂ ଆମ ଶହୀଦମାନଙ୍କ ତ୍ୟାଗକୁ ସ୍ମରଣ କରିବାକୁ ଏହହାର ବିକାଶ କରିବ l ଏହି ଅବସରରେ ଏହି ଟିମ ସହ ମହାନଗର ନିଗମ କମିଶନର ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ l ଏ ନେଇ ଆଜି ରାତି 9 ଟାରେ ସୂଚନା ମିଳିଛି l

MORE NEWS