Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra
No video available

ସମ୍ବଲପୁର ମ୍ୟୁନିସିପାଲଟି: ଧମା ଟାଙ୍ଗରପାଲି ସ୍ଥିତ ଯୋର ନିକଟରେ ଦୁର୍ଘଟଣା ଜଣେ ଆହତ, ବୁର୍ଲା ସ୍ଥାନାନ୍ତର

ଧମା ଟାଙ୍ଗରପାଳି ସ୍ଥିତ ଯୋର ନିକଟରେ ଦୁର୍ଘଟଣା ଜଣେ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 8 ଟା ସମୟରେ ଦିଲ୍ଲୀପ ପୋଢ଼ ନାମକ ଜଣେ ଯୁବକ ଯୋର କୁ ଯାଉଥିବା ବେଳେ ଦୁର୍ଘଟଣା ର ଶିକାର ହୋଇଛନ୍ତି l ଦିଲ୍ଲୀପଙ୍କ ମୁହଁରେ ଆଘାତ ଲାଗିଛି l ତାଙ୍କୁ ତୁରନ୍ତ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ଆଣି ଚିକିତ୍ସା କରାଇଥିଲେ ହେଲେ ଅବସ୍ଥା ଠିକ ନଥିବାରୁ ତାଙ୍କୁ ତୁରନ୍ତ ବୁର୍ଲା ଭୀମସାର କୁ ସ୍ଥାନାନ୍ତର କରାଯାଇଛି l

MORE NEWS