ବାଲିକୁଦା: ବାଲିକୁଦାରେ ବିଜେପିରେ ମିଶିଲେ ଶହ ଶହ ଯୁବକ, ବିଜେଡି ଓ କଂଗ୍ରେସକୁ ଝଟକା
ବାଲିକୁଦା ବ୍ଲକରେ ବିଜେପିର ମିଶ୍ରଣ ପର୍ବ। ଦିଗଦର୍ଶନ ମହାନ୍ତି, ସୌଭାଗ୍ୟ ମଲ୍ଲ, ରାଜେଶ କୁମାର ନାୟକଙ୍କ ନେତୃତ୍ୱରେ ବାଲିକୁଦା, ଇଚ୍ଛାପୁର ଓ ଅନନ୍ତପୁର ପଞ୍ଚାୟତରୁ ବହୁ ଯୁବ କର୍ମୀ ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି।