ଜୟପୁରରେ ପୋଲିସର ଧମାକାଦାର ଆକ୍ସନ୍ !
ଚୋରି, ଘରଭଙ୍ଗା, ଡକାୟତି ଓ ଦାଦାବଟି ମାମଲାରେ ୮ ଜଣ ଗିରଫ। ପୋଲିସ ଜବତ କରିଛି ପ୍ରାୟ ୧୦.୫ ଲକ୍ଷ ଟଙ୍କାର ସାମଗ୍ରୀ।ସୁନା-ରୁପା ଅଳଙ୍କାର, ଟିଭି, ଡେସ୍କଟପ୍, ୱାଟର ପମ୍ପ ଓ ସିଲେଇ ମେସିନ୍ ସମେତ ବିଭିନ୍ନ ସାମଗ୍ରୀ ଜବତ। ଅପରାଧ ବିରୋଧରେ ଜୟପୁର ଟାଉନ ପୋଲିସର ଜିରୋ ଟଲରେନ୍ସ ଜାରି।
📍 ଜୟପୁର | କୋରାପୁଟ
#Jeypore #Koraput #JeyporePolice #KoraputPolice #CrimeNews #PoliceAction #OdishaNews #KoraputNews #JeyporeNews #BreakingNews #OpenLensNews