Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
दुर्घटना
Police
Bihar
India
कांग्रेस
भाजपा
Congress
Modi
Delhi
Viral
Jharkhand
Up
मध्यप्रदेश
Bollywood
दिल्ली
Breakingnews
महिला
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Kerala
Rahulgandhi
kotpadbreaking
କୋଟପାଡ଼ ବ୍ଳକ ଗୁମୁଡା ପଞ୍ଚାୟତର ଏକାଧିକ ଗାଁ ଜଳମଗ୍ନ,ଇନ୍ଦ୍ରାବତୀ ନଦୀରେ ଜଳ ପତନ ବୃଦ୍ଧି ଯୋଗୁଁ ନବରଙ୍ଗପୁର ଜିଲ୍ଲାର ସୀମାନ୍ତ କୋଟପାଡ଼ ବ୍ଳକର ଗୁମୁଡା ପଞ୍ଚାୟତର ବିଭିନ୍ନ ଗ୍ରାମ ପ୍ରଭାବିତ l ପ୍ରଭାବିତ ଲୋକଙ୍କୁ ପ୍ରଶାସନ ତରଫରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି l #Kotpad #floodupdate #koraput #fbviralvideo #nonfollowers #viralvideo #foryou #kotpadbreakingnews
Koraput Town, Koraput
| Aug 24, 2026
#kotpad
#floodupdate
#koraput
#fbviralvideo
#nonfollowers
#viralvideo
#foryou
#kotpadbreakingnews
MORE NEWS
ଭାରତମାଳା ରାସ୍ତାରେ ଯାତାୟାତ କରୁଥିଲେ ସାବଧାନ। #raipurvisakhapatnamexpressway #koraput #nabarangpur #bharatmala
Koraput Town, Koraput | Aug 24, 2026
🌧️⚠️ ରାଣୀଗଡ଼ ରାସ୍ତା ଦେଇ ଯାଉଥିଲେ ସାବଧାନ! ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ଜମୁଛି ପାଣି। ଯାତାୟାତ ସମୟରେ ଯେକୌଣସି ସମୟରେ ଘଟିପାରେ ଦୁର୍ଘଟଣା। 🚨 ସାବଧାନରେ ଯାତାୟାତ କରନ୍ତୁ। 🛣️ ରାସ୍ତାର ଅବସ୍ଥା ଦେଖି ଯାତ୍ରା କରନ୍ତୁ। 📍 ରାଣୀଗଡ଼ #ରାଣୀଗଡ଼ #RoadSafety #ବର୍ଷା #ସାବଧାନ #ଦୁର୍ଘଟଣା #KoraputNews #OdishaNews
Koraput Town, Koraput | Aug 24, 2026
ବୋରିଗୁମ୍ମା-ଶିକ୍ଷା ବର୍ଷ ଆରମ୍ଭ ହୋଇ୪ ରୁ ୫ମାସ ବିତିଗଲା ।ହେଲେ ଏପର୍ଯ୍ୟନ୍ତ ଅନେକ ସ୍କୁଲ ର ହଜାର ହଜାର ଛତ୍ର/ଛାତ୍ରୀ ସ୍କୁଲ ୟୁନିଫର୍ମ ପାଇବାରୁ ବଞ୍ଚିତ ଅଛନ୍ତି।
Koraput Town, Koraput | Aug 23, 2026
ବୋରିଗୁମ୍ମା ବ୍ଲକରେ ଲାଗିରହିଛି ଲଗାଣ ବର୍ଷା।ଲଗାଣ ବର୍ଷା ରେ କୁମୁଲି ନିକଟରେ ହୋଇଥିବା ଆପ୍ରଚ ରୋଡ଼ କୁ ଧୋଇନେଲା ପାଣି। ଆପ୍ରୋଜ ରୋଡ ଉପରେ ୪/୫ ଫୁଟ ପାଣି ପ୍ରବାହିତ ।ଯାତାୟତ ଠପ ହୋଇଯାଇଛି।
Koraput Town, Koraput | Aug 23, 2026
#ଜୟପୁରରେ_ଉତ୍କଳ_ସାମ୍ବାଦିକ_ସଂଘର_ବାର୍ଷିକ_ବୈଠକ ଜୟପୁର ହୋଟେଲ ଅପସରାଠାରେ ଉତ୍କଳ ସାମ୍ବାଦିକ ସଂଘ, କୋରାପୁଟ ଜିଲ୍ଲା ଶାଖାର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ। ମୁଖ୍ୟ ଅତିଥି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସାମ୍ବାଦିକତାର ଗୁରୁତ୍ୱ ଓ ସାମାଜିକ ଦାୟିତ୍ୱ ଉପରେ ମତ ରଖିଥିଲେ। ବୈଠକରେ “କୃତ୍ରିମ ବୁଦ୍ଧିମତା ବନାମ ପାରମ୍ପରିକ ସାମ୍ବାଦିକତା” ଉପରେ ହୋଇଥିଲା ବିଶେଷ ଆଲୋଚନା। ନୂଆ ପ୍ରଯୁକ୍ତି ସହ ସତ୍ୟନିଷ୍ଠା, ନିରପେକ୍ଷତା ଓ ମାନବୀୟ ସମ୍ବେଦନଶୀଳତାକୁ ବଜାୟ ରଖିବା ଉପରେ ଗୁରୁତ୍ୱ। #Koraput #Jeypore #Journalists #UtkalJournalistAssociation #Journalism #AI #NewsUpdate
Koraput Town, Koraput | Aug 23, 2026
🚨 ସିସିଟିଭିରେ ରେକର୍ଡ ହେଲା ଜୟପୁର ହତ୍ୟା ଘଟଣା! ଜୟପୁରରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଛୁରୀ ଭୁସି ହତ୍ୟା ଘଟଣାର ଚିତ୍ର ଏବେ ସିସିଟିଭି କ୍ୟାମେରାରେ କଏଦ। ଘଟଣାର ଭୟାବହ ଦୃଶ୍ୟ ଆସିଛି ସାମ୍ନାକୁ। ଘଟଣାରେ ଜୟପୁର ଟାଉନ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଧରିଛି । ତଦନ୍ତ ଜାରି ରହିଛି। 📹 ସିସିଟିଭିରେ କଏଦ ହୋଇଥିବା ଘଟଣାର ଦୃଶ୍ୟ ଦେଖନ୍ତୁ। #Jaypur #Koraput #MurderCase #CCTVFootage #CrimeNews #OdishaNews #KoraputNews
Koraput Town, Koraput | Aug 23, 2026
🌧️ ଲଗାଣ ବର୍ଷାରେ ଭାଙ୍ଗିଲା ଘର ଓ ଗୁହାଳ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଗାଦିଆଝଲା ଗାଁରେ ବର୍ଷା ଯୋଗୁଁ ଘର ଓ ଗୁହାଳ ଭାଙ୍ଗିପଡ଼ିଛି। ମାଟିକାନ୍ଥ ତଳେ ଚାପି ହୋଇ ୨ଟି ମେଣ୍ଢା ମୃତ, ୧ଟି ଗୁରୁତର ହୋଇଛି। ପରିବାର ଏବେ ପର ପିଣ୍ଡାରେ ଆଶ୍ରୟ ନେଇଛନ୍ତି। 📍 ନନ୍ଦପୁର/ଲମତାପୁଟ | କୋରାପୁଟ #Koraput #Nandapur #Lamtaput #Rain #OdishaNews #KoraputNews
Koraput Town, Koraput | Aug 23, 2026
ବୋରିଗୁମ୍ମା-ଦୁଇ ଦିନର ଲଗାଣ ବର୍ଷା ରେ ବେହାଲ ବୋରିଗୁମ୍ମା ସହର ର କିଛି ବସ୍ତି। ଭେଙ୍କେଟ ନଗର,ଆର ଏମ ନଗର ଏବଂ ସନ୍ତୋସି ନଗର ଅଞ୍ଚଳ ରେ ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି।
Koraput Town, Koraput | Aug 23, 2026