Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
दुर्घटना
Police
Bihar
India
कांग्रेस
भाजपा
Congress
Modi
Delhi
Viral
Jharkhand
Up
मध्यप्रदेश
Bollywood
दिल्ली
Breakingnews
महिला
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Kerala
Rahulgandhi
usr66911008
#ଜୟପୁରରେ_ଉତ୍କଳ_ସାମ୍ବାଦିକ_ସଂଘର_ବାର୍ଷିକ_ବୈଠକ ଜୟପୁର ହୋଟେଲ ଅପସରାଠାରେ ଉତ୍କଳ ସାମ୍ବାଦିକ ସଂଘ, କୋରାପୁଟ ଜିଲ୍ଲା ଶାଖାର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ। ମୁଖ୍ୟ ଅତିଥି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସାମ୍ବାଦିକତାର ଗୁରୁତ୍ୱ ଓ ସାମାଜିକ ଦାୟିତ୍ୱ ଉପରେ ମତ ରଖିଥିଲେ। ବୈଠକରେ “କୃତ୍ରିମ ବୁଦ୍ଧିମତା ବନାମ ପାରମ୍ପରିକ ସାମ୍ବାଦିକତା” ଉପରେ ହୋଇଥିଲା ବିଶେଷ ଆଲୋଚନା। ନୂଆ ପ୍ରଯୁକ୍ତି ସହ ସତ୍ୟନିଷ୍ଠା, ନିରପେକ୍ଷତା ଓ ମାନବୀୟ ସମ୍ବେଦନଶୀଳତାକୁ ବଜାୟ ରଖିବା ଉପରେ ଗୁରୁତ୍ୱ। #Koraput #Jeypore #Journalists #UtkalJournalistAssociation #Journalism #AI #NewsUpdate
Koraput Town, Koraput
| Aug 23, 2026
#ଜୟପୁରରେ_ଉତ୍କଳ_ସାମ୍ବାଦିକ_ସଂଘର_ବାର୍ଷିକ_ବୈଠକ
#koraput
#jeypore
#journalists
#utkaljournalistassociation
#journalism
#ai
#newsupdate
MORE NEWS
ଲଗାଣ ବର୍ଷାରେ କୋଟପାଡ଼ ବ୍ଲକ ରେ ବନ୍ୟା ।୪ପଞ୍ଚାୟତ ର ୧୮ଗାଁ ଜଳବନ୍ଦୀ ଭିତରେ ରହିଛି।ପ୍ରଶାସନ ରରଫରୁ ଅନେକ ଲୋକଙ୍କ ସ୍ଥାନାନ୍ତର କରାଯାଉଛି।
Koraput Town, Koraput | Aug 24, 2026
🚨 କୋରାପୁଟ ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ 🚨 ସାଇବର ଠକେଇରୁ ସୁରକ୍ଷିତ ରହିବା ଓ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ କୋରାପୁଟ ଟାଉନ ଥାନା ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ନେଇ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ। 👮♂️ ପୋଲିସ ଅଧିକାରୀମାନେ ସାଇବର ଠକେଇର ବିଭିନ୍ନ ଉପାୟ, ଅଜଣା ଲିଙ୍କ, OTP ଓ ବ୍ୟାଙ୍କ ସମ୍ପର୍କିତ ଗୁପ୍ତ ତଥ୍ୟ ସେୟାର ନକରିବା ନେଇ ସଚେତନ କରିଥିଲେ। 📌 ଏହା ସହ କୋରାପୁଟ ସହରର ଟ୍ରାଫିକ୍ ବ୍ୟବସ୍ଥା, ଚୋରି ରୋକିବା ଓ ପାଟ୍ରୋଲିଂ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ☎️ ସାଇବର ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ରେ ଯୋଗାଯୋଗ କରନ୍ତୁ। #KoraputPolice #CyberAwareness #CyberCrime #CyberSafety #Koraput #OdishaPolice #DigitalFraud
Koraput Town, Koraput | Aug 24, 2026
🚨 ଅଳିଆ ପକାଇବାକୁ ନେଇ ଭୟଙ୍କର କାଣ୍ଡ! ନାଳିରେ ଅଳିଆ ପକାଇବାକୁ ନେଇ ବିବାଦ। ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ। ଗୁରୁତର ମହିଳାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ଆକ୍ରମଣକାରୀ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା। 📍 କୋରାପୁଟ #Koraput #CrimeNews #OdishaNews #BreakingNews #କୋରାପୁଟ #ଧାରୁଆଅସ୍ତ୍ର #ମହିଳାଙ୍କୁଆକ୍ରମଣ #ଓଡ଼ିଆନ୍ୟୁଜ
Koraput Town, Koraput | Aug 24, 2026
#କୋରାପୁଟରେ_ପ୍ରବଳ_ବର୍ଷା_ଜନଜୀବନ_ଅସ୍ତବ୍ୟସ୍ତ ଲଘୁଚାପ ପ୍ରଭାବରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ଜାରି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତାଘାଟରେ ପାଣି ଜମିବା ସହ ଜନଜୀବନ ପ୍ରଭାବିତ ହୋଇଛି। ଯାତାୟାତରେ ମଧ୍ୟ ସମସ୍ୟା ଦେଖାଦେଇଛି। ⚠️ ବର୍ଷା ସମୟରେ ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ। #Koraput #KoraputNews #HeavyRain #RainAlert #OdishaNews #କୋରାପୁଟ #ବର୍ଷା #ଜନଜୀବନ_ଅସ୍ତବ୍ୟସ୍ତ
Koraput Town, Koraput | Aug 24, 2026
କୋଟପାଡ଼ ବ୍ଳକ ଗୁମୁଡା ପଞ୍ଚାୟତର ଏକାଧିକ ଗାଁ ଜଳମଗ୍ନ,ଇନ୍ଦ୍ରାବତୀ ନଦୀରେ ଜଳ ପତନ ବୃଦ୍ଧି ଯୋଗୁଁ ନବରଙ୍ଗପୁର ଜିଲ୍ଲାର ସୀମାନ୍ତ କୋଟପାଡ଼ ବ୍ଳକର ଗୁମୁଡା ପଞ୍ଚାୟତର ବିଭିନ୍ନ ଗ୍ରାମ ପ୍ରଭାବିତ l ପ୍ରଭାବିତ ଲୋକଙ୍କୁ ପ୍ରଶାସନ ତରଫରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି l #Kotpad #floodupdate #koraput #fbviralvideo #nonfollowers #viralvideo #foryou #kotpadbreakingnews
Koraput Town, Koraput | Aug 24, 2026
ଭାରତମାଳା ରାସ୍ତାରେ ଯାତାୟାତ କରୁଥିଲେ ସାବଧାନ। #raipurvisakhapatnamexpressway #koraput #nabarangpur #bharatmala
Koraput Town, Koraput | Aug 24, 2026
🌧️⚠️ ରାଣୀଗଡ଼ ରାସ୍ତା ଦେଇ ଯାଉଥିଲେ ସାବଧାନ! ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ଜମୁଛି ପାଣି। ଯାତାୟାତ ସମୟରେ ଯେକୌଣସି ସମୟରେ ଘଟିପାରେ ଦୁର୍ଘଟଣା। 🚨 ସାବଧାନରେ ଯାତାୟାତ କରନ୍ତୁ। 🛣️ ରାସ୍ତାର ଅବସ୍ଥା ଦେଖି ଯାତ୍ରା କରନ୍ତୁ। 📍 ରାଣୀଗଡ଼ #ରାଣୀଗଡ଼ #RoadSafety #ବର୍ଷା #ସାବଧାନ #ଦୁର୍ଘଟଣା #KoraputNews #OdishaNews
Koraput Town, Koraput | Aug 24, 2026
ବୋରିଗୁମ୍ମା-ଶିକ୍ଷା ବର୍ଷ ଆରମ୍ଭ ହୋଇ୪ ରୁ ୫ମାସ ବିତିଗଲା ।ହେଲେ ଏପର୍ଯ୍ୟନ୍ତ ଅନେକ ସ୍କୁଲ ର ହଜାର ହଜାର ଛତ୍ର/ଛାତ୍ରୀ ସ୍କୁଲ ୟୁନିଫର୍ମ ପାଇବାରୁ ବଞ୍ଚିତ ଅଛନ୍ତି।
Koraput Town, Koraput | Aug 23, 2026
ବୋରିଗୁମ୍ମା ବ୍ଲକରେ ଲାଗିରହିଛି ଲଗାଣ ବର୍ଷା।ଲଗାଣ ବର୍ଷା ରେ କୁମୁଲି ନିକଟରେ ହୋଇଥିବା ଆପ୍ରଚ ରୋଡ଼ କୁ ଧୋଇନେଲା ପାଣି। ଆପ୍ରୋଜ ରୋଡ ଉପରେ ୪/୫ ଫୁଟ ପାଣି ପ୍ରବାହିତ ।ଯାତାୟତ ଠପ ହୋଇଯାଇଛି।
Koraput Town, Koraput | Aug 23, 2026