Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
बीजेपी
Accident
Congress
Modi
Delhi
Viral
मारपीट
Crime
आग
Up
मध्यप्रदेश
Bollywood
दिल्ली
Breakingnews
Madhya_pradesh
Cm
Nsui
उत्तरप्रदेश
Pmmodi
Rahulgandhi
Uttarpradesh
adarshnewslive
ଜିଲ୍ଲାପାଳ ପୋଟେରୁ ଓ କାଙ୍ଗୁରକୋଣ୍ଡା ଅଞ୍ଚଳରେ ବନ୍ୟା ପ୍ରଭାବିତ ରାସ୍ତା ଅବରୋଧ ସ୍ଥାନଗୁଡ଼ିକ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ଉପ-ଜିଲ୍ଲାପାଳଙ୍କ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଘଟଣାସ୍ଥଳରେ ଉପସ୍ଥିତ ରହି ବନ୍ୟାଜଳ ଯୋଗୁଁ ବ୍ୟାହତ ହୋଇଥିବା ଯୋଗାଯୋଗ ବ୍ୟବସ୍ଥାର ସମୀକ୍ଷା କରିବା ସହ ତୁରନ୍ତ ରାସ୍ତା ପୁନରୁଦ୍ଧାର ଓ ଯାନବାହାନ ଚଳାଚଳ ସ୍ୱାଭାବିକ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ବିପର୍ଯ୍ୟୟ ସମୟରେ ଲୋକଙ୍କ ସୁରକ୍ଷା ଓ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି।
Malkangiri, Malkangiri
| Sep 13, 2026
MORE NEWS
ଆଦିବାସୀ ଅଧିକାର ଦିବସ ଅବସରରେ ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୯ ଦଫିଆ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। #Malkangiri
Malkangiri, Malkangiri | Sep 13, 2026
ମାଲକାନଗିରିରେ ପାଙ୍ଗୋଲିନ୍ (ବଜ୍ରକାପ୍ତା) ଚୋରା ଚାଲାଣ ପଣ୍ଡ: ୩୫୨ଟି କାତି ସହ ୬ ଗିରଫ I ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ପଦ୍ମଗିରି-ପାଣ୍ଡ୍ରିପାଣି ରାସ୍ତାରେ ବନ୍ୟଜନ୍ତୁ ଚୋରା ଚାଲାଣ ବିରୋଧରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା । ମାଲକାନଗିରି ଓ ମାଥିଲି ରେଞ୍ଜର ମିଳିତ ଟିମ୍ ଚଢ଼ାଉ କରି ୩୫୨ଟି ପାଙ୍ଗୋଲିନ୍ (ବଜ୍ରକାପ୍ତା) କାତି ଜବତ କରିବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । #Malkangiri
Malkangiri, Malkangiri | Sep 13, 2026
#୩୫୨_ଟି_ବଜ୍ରକାପ୍ତା_କାତି_ଜବତ_୬_ଗିରଫ । ମାଲକାନଗିରି ବନ ବିଭାଗର ବଡ଼ ସଫଳତା। ୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ। ଏହାର ଓଜନ ପ୍ରାୟ ୨ କେଜି ବୋଲି ଜଣାପଡ଼ିଛି।ଘଟଣାରେ ୬ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ବାହାର ଜିଲ୍ଲାର ଏବଂ ୪ ଜଣ ମାଲକାନଗିରି ଜିଲ୍ଲାର ବୋଲି ସୂଚନା ମିଳିଛି। ସେମାନଙ୍କ ନିକଟରୁ ୩ଟି ବାଇକ୍ ଓ ୫ଟି ମୋବାଇଲ୍ ମଧ୍ୟ ଜବତ ହୋଇଛି।
Malkangiri, Malkangiri | Sep 13, 2026
#AIରେ_ମିଛ_ଭିଡିଓ_ତିଆରି_କରି_ସୋସିଆଲ_ମିଡିଆରେ #ଛାଡ଼ୁଛନ୍ତି_କି? ଆଜିକାଲି AI ସାହାଯ୍ୟରେ ସହଜରେ ମିଛ ଓ ଭ୍ରାମକ ଭିଡିଓ ତିଆରି କରାଯାଇପାରୁଛି। କାହାରୋ ଫଟୋ କିମ୍ବା ଭିଡିଓକୁ ବଦଳାଇ ମଧ୍ୟ ମିଛ ଭିଡିଓ ତିଆରି କରାଯାଉଛି। ଏଭଳି ମିଛ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଛାଡ଼ିଲେ ଆଇନ ଅନୁଯାୟୀ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ତେଣୁ ମିଛ ଭିଡିଓ ତିଆରି କରନ୍ତୁ ନାହିଁ ଏବଂ ଯାଞ୍ଚ ନକରି କୌଣସି ଭିଡିଓକୁ ସେୟାର କରନ୍ତୁ ନାହିଁ। ସୋସିଆଲ ମିଡିଆ ବ୍ୟବହାର କରନ୍ତୁ, କିନ୍ତୁ ସାବଧାନରେ। ସଚେତନ ରୁହନ୍ତୁ, ଆଇନକୁ ସମ୍ମାନ କରନ୍ତୁ।
Malkangiri, Malkangiri | Sep 13, 2026
ଏଆଇରେ(AI) ଭ୍ରାମକ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଛାଡ଼ୁଛନ୍ତି କି? ତେବେ ସାବଧାନ! ଏଭଳି ଭ୍ରାମକ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ପ୍ରସାର କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ। ତେଣୁ ଏଭଳି ଭିଡିଓ ତିଆରି କରିବା ଓ ପ୍ରଚାର କରିବାରୁ ଦୂରେଇ ରୁହନ୍ତୁ। #AI #AIgenerated #FakeVideo #Misinformation #SocialMediaAwareness #CyberCrime #DigitalSafety #OdishaNews #Malkangiri #DailyMalkangiri
Malkangiri, Malkangiri | Sep 13, 2026
ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ବିପର୍ଯ୍ୟୟ ସମୟରେ ଜିଲ୍ଲାପାଳ ଆଜି ପୋଟେରୁ ଅଞ୍ଚଳ ଗସ୍ତ କରି ସ୍ଥିତିର ତଦାରଖ କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲା ବନ ଖଣ୍ଡ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସେଠାରେ ସେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ସମସ୍ତ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।
Malkangiri, Malkangiri | Sep 12, 2026
#ବର୍ଷାରେ_ବେହାଲ_ମାଲକାନଗିରି_ଜିଲ୍ଲା ମାତ୍ର 48 ଘଣ୍ଟା ବର୍ଷା ରେ ମାଲକାନଗିରି ରେ ସ୍ଥିତି ସଙ୍ଗିନ । ସମସ୍ତ ସରକାରୀ କର୍ମଚାରୀ ଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ।
Malkangiri, Malkangiri | Sep 12, 2026
ରାତିରେ ବନ୍ୟା ପ୍ରଭାବିତ ପୋଟେରୁ ଓ କାଙ୍ଗୁରକୋଣ୍ଡା ରାସ୍ତା ଅବରୋଧ ସ୍ଥଳ ପରିଦର୍ଶନ କଲେ ମାଲକାନଗିରି ଜିଲ୍ଲାପାଳ । #DailyMalkangiri #Malkangiri #FloodUpdate #CollectorVisit #Potteru
Malkangiri, Malkangiri | Sep 12, 2026