#AIରେ_ମିଛ_ଭିଡିଓ_ତିଆରି_କରି_ସୋସିଆଲ_ମିଡିଆରେ #ଛାଡ଼ୁଛନ୍ତି_କି?
ଆଜିକାଲି AI ସାହାଯ୍ୟରେ ସହଜରେ ମିଛ ଓ ଭ୍ରାମକ ଭିଡିଓ ତିଆରି କରାଯାଇପାରୁଛି। କାହାରୋ ଫଟୋ କିମ୍ବା ଭିଡିଓକୁ ବଦଳାଇ ମଧ୍ୟ ମିଛ ଭିଡିଓ ତିଆରି କରାଯାଉଛି।
ଏଭଳି ମିଛ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଛାଡ଼ିଲେ ଆଇନ ଅନୁଯାୟୀ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ।
ତେଣୁ ମିଛ ଭିଡିଓ ତିଆରି କରନ୍ତୁ ନାହିଁ ଏବଂ ଯାଞ୍ଚ ନକରି କୌଣସି ଭିଡିଓକୁ ସେୟାର କରନ୍ତୁ ନାହିଁ।
ସୋସିଆଲ ମିଡିଆ ବ୍ୟବହାର କରନ୍ତୁ, କିନ୍ତୁ ସାବଧାନରେ।
ସଚେତନ ରୁହନ୍ତୁ, ଆଇନକୁ ସମ୍ମାନ କରନ୍ତୁ।