Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh

Gurucharan residential higher secondary school boxma 1st foundation day celebration chief guest Panchayati Raj & Drinking Water Department, Government of Odisha Rabi Narayan Naik #kuchinda #kuchindatvlive #sambalpur #odishanews

Kochinda, Sambalpur | Aug 14, 2026

MORE NEWS

କୁଚିଣ୍ଡା ଜୋନ୍ ୧ ରେ ଟ.୨.୭୧ କୋଟି ଟଙ୍କା ବିନିମୟରେ ୬୨ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ Rabi Narayan Naik Bdo Kuchinda #kuchindatvlive #kuchinda #sambalpur #OdishaNews #BreakingNews

କୁଚିଣ୍ଡା ଜୋନ୍ ୧ ରେ ଟ.୨.୭୧ କୋଟି ଟଙ୍କା ବିନିମୟରେ ୬୨ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ Rabi Narayan Naik Bdo Kuchinda #kuchindatvlive #kuchinda #sambalpur #OdishaNews #BreakingNews

Kochinda, Sambalpur | Aug 18, 2026

କୁଚିଣ୍ଡା ବ୍ଲକ ଅଧୀନ ପାରୁଆଭାଡ଼ି ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ କୁଚିଣ୍ଡା ବ୍ଲକ ଜୋନ୍-୧ ରେ ୨.୭୧ କୋଟି ଟଙ୍କା ଖର୍ଚ୍ଚରେ ୬୨ ଟା ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭ ହେଇଯାଇଛେ। ଇ କାର୍ଯ୍ୟକ୍ରମରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଆର ପିଇବା ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗ ଦେଇକରି ଫିତା କାଟି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଇ ଅବସରରେ କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଜରିଆରେ କେନ୍ତା କରି ଲୋକଙ୍କର ଉନ୍ନତି ହେବା ସେ ବାବଦେ ଭାଷଣ ଦେଇଥିଲେ। ଇ ଅବସରରେ ପାରୁଆଭାଡ଼ି ହରିଜନ ପଡ଼ାରେ ୫,୦୫,୨୩୩ ଟଙ୍କା ଖର୍ଚ୍ଚରେ ଗୁଟେ ଭାଗବତ ଟୁଙ୍ଗିର ଭିତ୍ତିପ୍ରସ୍ତର ସ୍ଥାପନର ଶୁଭ ଦେଇଥିଲେ। #kuchinda 
#amarkuchinda #NewsUpdate

କୁଚିଣ୍ଡା ବ୍ଲକ ଅଧୀନ ପାରୁଆଭାଡ଼ି ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ କୁଚିଣ୍ଡା ବ୍ଲକ ଜୋନ୍-୧ ରେ ୨.୭୧ କୋଟି ଟଙ୍କା ଖର୍ଚ୍ଚରେ ୬୨ ଟା ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭ ହେଇଯାଇଛେ। ଇ କାର୍ଯ୍ୟକ୍ରମରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଆର ପିଇବା ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗ ଦେଇକରି ଫିତା କାଟି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଇ ଅବସରରେ କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଜରିଆରେ କେନ୍ତା କରି ଲୋକଙ୍କର ଉନ୍ନତି ହେବା ସେ ବାବଦେ ଭାଷଣ ଦେଇଥିଲେ। ଇ ଅବସରରେ ପାରୁଆଭାଡ଼ି ହରିଜନ ପଡ଼ାରେ ୫,୦୫,୨୩୩ ଟଙ୍କା ଖର୍ଚ୍ଚରେ ଗୁଟେ ଭାଗବତ ଟୁଙ୍ଗିର ଭିତ୍ତିପ୍ରସ୍ତର ସ୍ଥାପନର ଶୁଭ ଦେଇଥିଲେ। #kuchinda #amarkuchinda #NewsUpdate

Kochinda, Sambalpur | Aug 17, 2026

ସ୍ବେଛାସେବୀ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ 
କୁଚିଣ୍ଡା,୧୭।୦୮:କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମ ପଂଚାୟତ ଅନ୍ତର୍ଗତ କେଲିପଦର ପୂଜାମଣ୍ଡପ ପାଖ ଡ୍ରେନ ରେ ପୂର୍ବତନ ମା ବୀଣାପାଣି ଯୁବକ ସଂଘ ର ସଦସ୍ୟ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ହୋଇ ଯାଇଅଛି।ଉକ୍ତ ଡ୍ରେନ ଟି ଚଳିତ ବର୍ଷ ର ବହୁତ ବର୍ଷା ଯୋଗୁଁ ଡ୍ରେନ ରାସ୍ତା ଘାଟ ରେ ଅତ୍ୟଧିକ ପାଣି ଜମି ରହୁଥିଲା ଫଳରେ ଯିବା ଆସିବା କରିବା ପାଇଁ ଛୋଟ ଛୁଆ ଠୁ ଆରମ୍ଭ କରି ବୟସ୍କ ଲୋକ ମାନଙ୍କର ବହୁତ ଅସୁବିଧା ହେଉଥିଲା, ପାଣି ଜମି ରହୁଥିବା ବେଳେ ସେଠାରେ ବେଶୀ ଶିଉଳି ଥିବା ରୁ ଅନେକ ଲୋକ ଖସି ପଡୁଥିଲେ, ଉକ୍ତ ଅସୁବିଧା ଗୁଡିକ ଦେଖିବା ପରେ ସମାଜ ସେବି ବିମଲ ମେହେର ଙ୍କ ତତ୍ୱାବଧାନ ରେ ପଡା ରେ ଥିବା ଲୋକ ମାନଙ୍କ ସହିତ ଡ୍ରେନ ଉପରେ ଭାଙ୍ଗି ଯାଇଥିବା ସ୍ଲାବ କୁ ବାହାର କରି ଡ୍ରେନ କୁ ସଫା କରାଯାଇଥିଲା. ଏହି ସଫେଇ କାର୍ଯ୍ୟକ୍ରମ ରେ ସୁରେଶ ମେହେର, ସୁଶାନ୍ତ ବୁଡ଼ା, ସୁମନ୍ତ ବାଘ, ଡିଲେଶ୍ୱର ମେହେର, ଉଗ୍ରେଶନ ରୋହିଦାସ,ବିଶ୍ୱଜିତ ମେହେର, ପ୍ରକାଶ ସୁନାନୀ, ଆକାଶ ସୁନାନୀ, ସହଦେଵ ମହାନଦିଆ,ଦୈତାରୀ ଗରଡିଆ,ମଙ୍ଗଳୁ ଓ ତରନ ପ୍ରମୁଖ ସହଯୋଗ କରିଥିଲେ। #kuchindatvlive #kuchinda #SwachhBharat #sambalpur #OdishaNews

ସ୍ବେଛାସେବୀ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ କୁଚିଣ୍ଡା,୧୭।୦୮:କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମ ପଂଚାୟତ ଅନ୍ତର୍ଗତ କେଲିପଦର ପୂଜାମଣ୍ଡପ ପାଖ ଡ୍ରେନ ରେ ପୂର୍ବତନ ମା ବୀଣାପାଣି ଯୁବକ ସଂଘ ର ସଦସ୍ୟ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ହୋଇ ଯାଇଅଛି।ଉକ୍ତ ଡ୍ରେନ ଟି ଚଳିତ ବର୍ଷ ର ବହୁତ ବର୍ଷା ଯୋଗୁଁ ଡ୍ରେନ ରାସ୍ତା ଘାଟ ରେ ଅତ୍ୟଧିକ ପାଣି ଜମି ରହୁଥିଲା ଫଳରେ ଯିବା ଆସିବା କରିବା ପାଇଁ ଛୋଟ ଛୁଆ ଠୁ ଆରମ୍ଭ କରି ବୟସ୍କ ଲୋକ ମାନଙ୍କର ବହୁତ ଅସୁବିଧା ହେଉଥିଲା, ପାଣି ଜମି ରହୁଥିବା ବେଳେ ସେଠାରେ ବେଶୀ ଶିଉଳି ଥିବା ରୁ ଅନେକ ଲୋକ ଖସି ପଡୁଥିଲେ, ଉକ୍ତ ଅସୁବିଧା ଗୁଡିକ ଦେଖିବା ପରେ ସମାଜ ସେବି ବିମଲ ମେହେର ଙ୍କ ତତ୍ୱାବଧାନ ରେ ପଡା ରେ ଥିବା ଲୋକ ମାନଙ୍କ ସହିତ ଡ୍ରେନ ଉପରେ ଭାଙ୍ଗି ଯାଇଥିବା ସ୍ଲାବ କୁ ବାହାର କରି ଡ୍ରେନ କୁ ସଫା କରାଯାଇଥିଲା. ଏହି ସଫେଇ କାର୍ଯ୍ୟକ୍ରମ ରେ ସୁରେଶ ମେହେର, ସୁଶାନ୍ତ ବୁଡ଼ା, ସୁମନ୍ତ ବାଘ, ଡିଲେଶ୍ୱର ମେହେର, ଉଗ୍ରେଶନ ରୋହିଦାସ,ବିଶ୍ୱଜିତ ମେହେର, ପ୍ରକାଶ ସୁନାନୀ, ଆକାଶ ସୁନାନୀ, ସହଦେଵ ମହାନଦିଆ,ଦୈତାରୀ ଗରଡିଆ,ମଙ୍ଗଳୁ ଓ ତରନ ପ୍ରମୁଖ ସହଯୋଗ କରିଥିଲେ। #kuchindatvlive #kuchinda #SwachhBharat #sambalpur #OdishaNews

Kochinda, Sambalpur | Aug 17, 2026