କଲ୍ୟାଣସିଂହପୁର: ଜାତୀୟ ସ୍ତରୀୟ ଦୌଡ଼ କୂଦ ପାଇଁ ମନୋନୀତ ହେଲେ ରାୟଗଡ଼ାର ମୌସୁମୀ ମାଝୀ
ରାୟଗଡ଼ା ଜିଲ୍ଲାର ପ୍ରଥମ ମହିଳା ଧାବିକା ଭାବେ ଜାତୀୟ ସ୍ତରୀୟ ଦୌଡ଼ କୂଦରେ ମନୋନୀତ ହୋଇଛନ୍ତି ମୌସୁମୀ ମାଝୀ। ସେ ପଲମା ଉଚ୍ଚ ବିଦ୍ୟାଳୟର ଛାତ୍ରୀ। ଆସନ୍ତା 19 ତାରିଖରେ ସେ ଓଡ଼ିଶା ଦଳ ସହ ମଧ୍ୟପ୍ରଦେଶ ଗସ୍ତ କରିବେ।