ଯାଜପୁର: ଯାଜପୁର ବିଜେପି ପକ୍ଷରୁ ମକେଇପୁର ସ୍ଥିତ କାର୍ଯ୍ୟାଳୟ ସାଙ୍ଗଠନିକ ବୈଠକ,ସାମିଲ ହେଲେ ଅନେକ ବିଜେପି କାର୍ଯ୍ୟକର୍ତା
Jajapur, Jajpur | Dec 22, 2025 ଯାଜପୁର ବିଜେପି ପକ୍ଷରୁ ମକେଇପୁର ସ୍ଥିତ କାର୍ଯ୍ୟାଳୟ ସାଙ୍ଗଠନିକ ବୈଠକ,ସାମିଲ ହେଲେ ଅନେକ ବିଜେପି କାର୍ଯ୍ୟକର୍ତା l ଆଗକୁ ଆସୁଛି ପଂଚାୟତ ନିର୍ବାଚନ l ଏବେଠାରୁ ଏକ ବିଜେପି ତାର ସଂଗଠନ ସଜାଡ଼ିବାକୁ ପ୍ରୟାସ ଆରମ୍ଭ କରିଛି l ଏହି ପରିପକ୍ଷରେ ଯାଜପୁର ବିଜେପି ପକ୍ଷରୁ ମକେଇପୁରରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକରେ ଜିଲ୍ଲାର ପୂର୍ବତନ ବିଜେପି ସଭାପତି ଗୌତମ ରାୟ ଯୋଗଦେଇ ବର୍ତମାନ ସରକାର କିଭଳି ରାଜ୍ୟ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ଆଲୋଚନା କରିଥିଲେ l