Public App Logo
Profile Picture

Ashutosh Bal

@newsjajpur9124
8741Followers
1662Following
ବରି: ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ପାଇଁ ଦେଶର ୧୩୦ଟି ସହର ମଧ୍ୟରୁ ବ୍ୟାସନଗର ପୌରପାଳିକା ପ୍ରଥମ,ଯାଜପୁର ଟାଉନରେ ସୂଚନା ଦେଲେ ଜିଲ୍ଲାପାଳ
ବିଞ୍ଝାରପୁର: ପ୍ରଗତିବିହାରରେ କେମିତି ସ୍ୱାମୀ ପତ୍ନୀ ହତ୍ୟା କରିଥିଲା ଯାଜପୁର ଟାଉନରେ ସୂଚନା ଦେଲେ ସରକାରୀ ଓକିଲ
ଯାଜପୁର: ପ୍ରଗତିବିହାରରେ ସ୍ୱାମୀଙ୍କୁ ପତ୍ନୀ ହତ୍ୟାକାଣ୍ଡ ଘଟଣା ରାୟପ୍ରକାଶ,ଅଭିଯୁକ୍ତ ପତ୍ନୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ
ଯାଜପୁର: ଯାଜପୁର ଟାଉନ ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ରୋଗୀ କଲ୍ୟାଣ ସମିତିର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ,ଯୋଗଦେଲେ ସାଂସଦ
ଯାଜପୁର: ଚଣ୍ଡିଖୋଲ ସ୍ଥିତ ସହଦେଵ ସାହୁ ହୋଟେଲରେ ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ସୂଚନା ଦେଲେ ଅଗ୍ନିଶମ ବିଭାଗ ଅଧିକାରୀ ସନ୍ତୋଷ କୁମାର ସ୍ୱାଇଁ
ଯାଜପୁର: ଯାଜପୁର ଟାଉନ କାର୍ଯ୍ୟାଳୟରେ ବିଜେଡିର ଅଭିଯୋଗ ଶୁଣାଣି,ପଂଚାୟତ ବାସୀ ନିଜନିଜ ସମସ୍ୟା ସମ୍ପର୍କରେ ପୂର୍ବତନ ଅଧ୍ୟକ୍ଷଙ୍କୁ କଲେ ଅବଗତ
ଦର୍ପଣ: ଚଣ୍ଡିଖୋଲ ସ୍ଥିତ ସହଦେଵ ସାହୁ ହୋଟେଲରେ ଅଗ୍ନିକାଣ୍ଡ, ଆସବାବପାତ୍ର ପୋଡି ପାଉଁଶ, ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ
ଯାଜପୁର: ଚଣ୍ଡିଖୋଲ ଧାନମଣ୍ଡଳ ରେଳ ଫାଟକ ନିକଟରେ ଟ୍ରେନ୍ ଧକ୍କା ରେ ୪ ବାରହା ମୃତ୍ୟୁ,ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ
ବ୍ୟାସନଗର: ଆଲିହା ଛକରେ ଏକ ଅଜଣା ଗାଡି ଧକ୍କାରେ 3ଟି ଗାଈ ମୃତ,ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରୀ
ଯାଜପୁର: କରଦା ଗାଁକୁ ରାଜ୍ୟ କଂଗ୍ରେସ ଉପ-ସଭାପତିଙ୍କ ଗସ୍ତ,ସ୍ୱର୍ଗତ ଅଶୋକ ସାହୁଙ୍କ ପରିବାରକୁ ଭେଟି ଦେଲେ ସମବେଦନା
ଯାଜପୁର: କପାଳି ଗାଁର ଡାକ୍ତରୀ ଛାତ୍ର ବ୍ରହ୍ମପୁର 
ଏମକେସିଜି ମେଡିକାଲ କଲେଜରୁ ନିଖୋଜକୁ ନେଇ ସୂଚନା ଦେଲେ ଯାଜପୁର ରୋଡ ଏସଡିପିଓ
ଦର୍ପଣ: କପାଳି ଗାଁ ଘରକୁ ଫେରିଲେ ନିଖୋଜ ଥିବା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଛାତ୍ର ସାଗର ସାହୁ, ଗାଁରେ ଖୁସିର ଲହରୀ
ଯାଜପୁର: ପାଣିକୋଇଲି ସ୍ଥିତ କାର୍ଯ୍ୟାଳୟରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ,ନୂତନ ସମ୍ମିଳନୀ କକ୍ଷକୁ ଉଦଘାଟନ କଲେ ସାଂସଦ
ବିଞ୍ଝାରପୁର: ଦଶରଥପୁର ବନ୍ୟାଞ୍ଚଳରେ ଗୁଜୁରାଟ ବନତାରା ସଂଗଠନ ପକ୍ଷରୁ ଗୁରୁ ଗାଇଙ୍କୁ ଚିକିତ୍ସା,ସୁସ୍ଥ ରଖିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଯାଜପୁର: ବ୍ୟାସନଗର ସହରରେ ଭୀଷଣ ବର୍ଷା,ଜନ ଜୀବନ ଅସ୍ତବ୍ୟସ୍ତ,ସ୍କୁଲରୁ ଛାତ୍ରଛାତ୍ରୀ ଯିବା ପାଇଁ ହନ୍ତସନ୍ତ
ବ୍ୟାସନଗର: କରଦା ଗାଁକୁ ସାଂସଦଙ୍କ ଗସ୍ତ,ସ୍ବର୍ଗତ ଅଶୋକ ସାହୁଙ୍କ ପରିବାରକୁ ଭେଟି ଦେଲେ ସମବେଦନା,ଦୁର୍ଘଟଣା ବିଷୟରେ ଶୁଣି ହେଲେ ସ୍ତବ୍ଧ
ଯାଜପୁର: ବ୍ୟାସନଗର ଟାଉନ ହଲ ପରିସରରେ ବ୍ୟାସ ପ୍ରିଣ୍ଟ ମିଡ଼ିଆ ଆସୋସିଏସନ ବାର୍ଷିକ ଉତ୍ସବ ଅନୁଷ୍ଠିତ,ଯୋଗଦେଲେ ଜିଲ୍ଲା ଯଥା ବାହାରୁ ଶତାଧିକ ସାମିଲ
ବରି: ବରୀ ବ୍ଲକ ବପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ, ଯୋଗଦେଲେ ଅନେକ ଭିନ୍ନକ୍ଷମ ବ୍ୟକ୍ତି
ଯାଜପୁର: କୁଆଖିଆ ଥାନା ମଧୁବନ ହାଟ ନିକଟ ବରଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଉଦ୍ଧାର,ମୃତ ଯୁବକର ପରିଚୟ ଅସ୍ପଷ୍ଠ,ପୋଲିସର ତଦନ୍ତ ଆରମ୍ଭ
ଯାଜପୁର: କରଦା ଗାଁରେ ପହଂଚି ଗାଡି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପୁଅ ଓ ବାପାଙ୍କ ମର ଶରୀର,ସମଗ୍ର ଅଂଚଳରେ ଶୋକାକୁଳ ପରିବେଶ
ବିଞ୍ଝାରପୁର: ବ୍ୟାସନଗର ଅଞ୍ଚଳରେ ଅର୍ବାନ ସିଏଚସି ମେଡିକାଲ ଗୃହ ନିର୍ମାଣ କୁ ନେଇ ସୂଚନା ଦେଲେ ବିଧାୟକ ଆକାଶ ଦାସନାୟକ
ବରି: ବାଲିଚନ୍ଦ୍ରପୁର ପୋଲିସ କୁ ବଡ ସଫଳତା,ଡକାୟତି ଯୋଜନା କରୁଥିବା ବେଳେ ଓଳାଶୁଣୀ ଛକରୁ ଦୁଇଜଣ ଡକାୟତଙ୍କୁ ମାଡ଼ି ବସିଲା ପୋଲିସ,କୋର୍ଟ ଚାଲାଣ
ଯାଜପୁର: ଯାଜପୁର କୋରେଇ ବ୍ଲକ ବପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ,ଶତାଧିକ ଭିନ୍ନକ୍ଷମ ଯୋଗଦେଇ ଜଣାଇଲେ ନିଜ ଅଭିଯୋଗ
ଯାଜପୁର: କୋରେଇ ବ୍ଲକ ପାଣିକୋଇଲି ଛକରେ ଭୀଷଣ ବର୍ଷା,ଜନ ଜୀବନ ଅସ୍ତବ୍ୟସ୍ତ, ଯାତାୟାତ ବ୍ରଧାପ୍ରାପ୍ତ
ବ୍ୟାସନଗର: ବ୍ୟାସନଗର  ପୁରୁଣା ପାନ୍ଥା ଶଳା ନିକଟରେ ଅର୍ବାନ୍ ପି.ଏଚ୍‌.ସି.,ବାଣିଜ୍ୟ କାର୍ଯ୍ୟାଳୟ ଓ କ୍ୱାର୍ଟର ନିର୍ମାଣର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ