Public App Logo
Jansamasya
News
���ुलिस
Bjp
National
Bihar
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking
Aimim
No video available

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସରକାରଙ୍କ ସବୁ ଘୋଷଣା ନିରର୍ଥକ ହୋଇଛି, ଶଙ୍ଖ ଭବନରେ ପ୍ରତୀକ୍ରିୟା ରଖିଲେ,ଶଙ୍ଖ ଭଵନରେ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ଉପନେତା

ସରକାର ବାରମ୍ବାର ଘୋଷଣା କରିଥିଲେ । କିନ୍ତୁ ଗ୍ରାଉଣ୍ଡରେ କଣ ଅବସ୍ଥା ନିଜେ ଯାଇ ଦେଖନ୍ତୁ । ହଜାର ହଜାର ଏକର ଧାନ ବର୍ଷାରେ ନଷ୍ଟ ହେଉଛି । ଯେଉଁ ଚାଷୀର ଧାନ ଅମଳ ହୋଇଯାଇଛି ତା ପାଖରେ ଟୋକନ ନାହିଁ, କିନ୍ତୁ ଯାହାର ଧାନ ଅମଳ ହୋଇନାହିଁ, ତାକୁ ଟୋକନ ଦିଆଯାଇଛି । ଚାଷୀ ଅମଳ ହୋଇଥିବା ଧାନ କେଉଁଠି ରଖିବ । ମଣ୍ଡିରେ ଧାନ ବର୍ଷା ପାଣିରେ ନଷ୍ଟ ହେଉଛି । ସଂପୂର୍ଣ୍ଣ ଅବ୍ୟବସ୍ଥା ଭିତରେ ଧାନ ସଂଗ୍ରହ କରୁଛନ୍ତି ରାଜ୍ୟ ସରକାର । ଅନେକ ଧାନ ଟ୍ରକ୍ ମଣ୍ଡିକୁ ନଯାଇ ସିଧା ମିଲକୁ ଯାଉଛି । ଏହାଦ୍ବାରା କେମିତି ଚାଷୀଙ୍କ ବିକାଶ ହେବ । ବର୍ଷାରେ ଧାନର ରଙ୍ଗ ବଦଳି ଯିବ ।

MORE NEWS