ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମେ ଫେୟାରରେ ଅନୁଷ୍ଠିତ ଆଡଭାନ୍ସିଂ ଇନକ୍ଲୁସିଭ ଏଗ୍ରିକଲଚରାଲ ଟ୍ରାନ୍ସଫରମେସନ କର୍ମଶାଳାରେ ଯୋଗଦେଇ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ
ଓଡିଶାରେ କୃଷି ଉତ୍ପାଦନ ବୃଦ୍ଧି ଲାଗି ନିଆଯିବ ପଦକ୍ଷେପ । ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ନୂଆ କୃଷି ନୀତି ସହ ଜୈବିକ କୃଷିକୁ ଗୁରୁତ୍ୱ ଦିଆଯିବ । ଚାଷୀଙ୍କ ଉତ୍ପାଦିତ ସାମଗ୍ରୀକୁ ବୈଦେଶିକ ବଜାରକୁ ପଠାଯିବ । ଚାଷୀଙ୍କୁ ନିରନ୍ତର ଜଳସେଚନ ସୁବିଧା ମିଳିବା ଜରୁରୀ ଅଟେ ।ଚାଷୀଙ୍କ ଉତ୍ପାଦନ ବଢିବା ସହ ଆୟ ବୃଦ୍ଧି ପାଇବ ।"ଆଡଭାସିଂ ଇନକ୍ଲୁସିଭ ଏଗ୍ରିକଲଚରାଲ ଟ୍ରାନ୍ସଫର୍ମେସନ ଇନ୍ ଓଡ଼ିଶା" ଶୀର୍ଷକ କର୍ମଶାଳାରେ ଯୋଗ ଦେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।