Public App Logo
Jansamasya
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews
Jodhpur
No video available

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଶୁକ୍ରବାର ବିଳମ୍ବିତ ରାତିରେ ପଳାଶୁଣୀ ଛକରେ ସିରିଜ୍‌ ଦୁର୍ଘଟଣା

ଭୁବନେଶ୍ୱର ପଳାଶୁଣୀ ଛକରେ ସିରିଜ୍ ଦୁର୍ଘଟଣା । ଗୋଟିଏ କାର ଏବଂ ବିଏମ୍ସି ଅଳିଆ ବୋଝେଇ ଗାଡିକୁ ଧକ୍କା ଦେଲା ହାଇଓ୍ୱା । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ହାଇଓ୍ୱା ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ପଳାଶୁଣି ଛକରେ ଏକ ହାଇଓ୍ୱା ଟ୍ରକ ଗୋଟିଏ କାର୍ ଏବଂ ବିଏମ୍ସିର ଅଳିଆ ବୋଝେଇ ଗାଡିକୁ ଧକ୍କା ଦେଇଥିଲା । ଯାହାଫଳରେ ବିଏମ୍ସିର ଅଳିଆ ବୋଝେଇ ଗାଡିର ଡ୍ରାଇଭର ଏବଂ ହେଲ୍ପର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।