#ସତର୍କ_ସୂଚନା ⚠️
ପୁରୀ ବେଳାଭୂମିରେ ପ୍ରବଳ ବର୍ଷା ଓ ଅଶାନ୍ତ ସମୁଦ୍ର ଯୋଗୁଁ ରେଡ୍ ଫ୍ଲାଗ୍ ଜାରି କରାଯାଇଛି। ସମୁଦ୍ର ସ୍ନାନ ସମ୍ପୂର୍ଣ୍ଣ ମନା।
ପ୍ରଶାସନର ନିୟମ ମାନନ୍ତୁ, ଲାଇଫ୍ ଗାର୍ଡଙ୍କ କଥା ଶୁଣନ୍ତୁ।
ଏକ ସେୟାର୍ କାହାର ଜୀବନ ବଞ୍ଚାଇ ପାରେ। 🙏
#PuriBeach #PuriSea #RedFlag #OdishaNews #JayJagannath #ZZE24_ODISHA
###
Bhubaneswar, Khordha | Sep 23, 2026