ଯାଜପୁର: ଅଡଙ୍ଗ ଗାଁ ରାସ୍ତା କଡରେ କେହି ଦୁର୍ବୁର୍ତ୍ତ ଷଣ୍ଢକୁ ହାଣି ରକ୍ତାତ କରିବା ଘଟଣା,କରି ରାଷ୍ଟ୍ରୀୟ ବଜରଙ୍ଗଦଳ ପକ୍ଷରୁ ସଦର ଥାନାରେ ଏତେଲା
Jajapur, Jajpur | Dec 21, 2025 ଅଡଙ୍ଗ ଗାଁ ପାଣିକୋଇଲି ଆଙ୍କୁଲା ରାସ୍ତା କଡରେ କେହି ଦୁର୍ବୁର୍ତ୍ତ ଷଣ୍ଢକୁ ହାଣି ରକ୍ତାତ କରିବା ଘଟଣା,କରି ରାଷ୍ଟ୍ରୀୟ ବଜରଙ୍ଗଦଳ ପକ୍ଷରୁ ସଦର ଥାନାରେ ଏତେଲା l ଏଖବର ପାଇ ଅତିରିକ୍ତ ଏସପି ଉକ୍ତ ସ୍ଥାନରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ପୋଲିସ ସନ୍ଦେହରେ ଜଣଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି l ଏଥିସହିତ ଗୁରୁତର ଷଣ୍ଢର ଚିକିତ୍ସା ଆରମ୍ଭ କରିଥିଲେ ପ୍ରାଣୀ ଚିକିତ୍ସା ଅଧିକାରୀ l ସ୍ଥାନୀୟ ହିନ୍ଦୁ ଭାଇ ମାନଙ୍କ ସହ ଅଡଙ୍ଗ ପୁରୁଷୋତ୍ତମ ପୁର ଶାଖାର ନରୋତ୍ତମ ଭାଇ,ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୁରାତନ ସ୍ୱୟଂ ସେବକ ସନ୍ତୋଷ ନନ୍ଦ ଉପସ୍ଥିତ ଥିଲେ