Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
भाजपा
Congress
Modi
Delhi
Viral
Jharkhand
Up
Rajasthan
Bollywood
Patna
Breakingnews
Narendramodi
Nitishkumar
Madhya_pradesh
Cm
Pmmodi
Rahulgandhi
यूपी
कानपुर
Uttarpradesh

ବୌଦ୍ଧ ସଦର: ବୁଟୁପାଲି ଠାରେ ୯ ଦିନ ଧରି ଚାଲିଥିବା ନବାହ ପାରାୟଣ ଉଦଯାପିତ, ଯୋଗଦେଲେ ସହସ୍ରାଧିକ ଶ୍ରଦ୍ଧାଳୁ

ବୁଧବାର ବୁଟୁପାଲି ଠାରେ ୯ ଦିନ ଧରି ଚାଲିଥିବା ନବାହ ପାରାୟଣ ଉଦଯାପିତ ହୋଇଯାଇଛି l ଆଜି ଉଦଯାପନି ଦିବସରେ ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ | ସୁନାମଧନ୍ୟ ପୁରାଣ ଗାୟକ ଲୋକନାଥ ପଣ୍ଡା ବ୍ୟାସ ଭାବରେ ନବାହ ପାରାୟଣ ପଠନ କରିଥିଲେ | ପୂଜକ ଭାବରେ ଅରୁଣ କୁମାର ପାଢୀ ପୂଜା କାର୍ଯ୍ୟ ପରିଚାଳନା କରିଥିଲେ l ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଉକ୍ତ ପାରାୟଣ କାର୍ଯ୍ୟକ୍ରମରେ ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରାମ କଥା ଶ୍ରବଣ କରିଥିଲେ |

MORE NEWS

ହାଇୱା ଧକ୍କା ଚାଲିଗଲା ନିଷ୍ପାପ ଶିଶୁ ର ଜୀବନ 
କଟକ ସଦର ଉତ୍ତମାପୁରଠାରେ ଚୋରା ବାଲି ହାଇବା ଧକ୍କାରେ ଗୋଟେ ଛୋଟ ଛୁଆ ର ମୃତ୍ୟୁ I

ହାଇୱା ଧକ୍କା ଚାଲିଗଲା ନିଷ୍ପାପ ଶିଶୁ ର ଜୀବନ କଟକ ସଦର ଉତ୍ତମାପୁରଠାରେ ଚୋରା ବାଲି ହାଇବା ଧକ୍କାରେ ଗୋଟେ ଛୋଟ ଛୁଆ ର ମୃତ୍ୟୁ I

Baudh Sadar, Boudh (Bauda) | Jun 17, 2026

ବୌଦ୍ଧ ଜିଲ୍ଲାରେ ସଡ଼କ ସୁରକ୍ଷା ପାଇଁ କଡ଼ା ଯାଞ୍ଚ: ଗୋଟିଏ ଦିନରେ ୨ ଲକ୍ଷ ୪୧ ହଜାର ଟଙ୍କାର ଚାଲାଣ! 
​ବୌଦ୍ଧ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ଏବଂ ଘଣ୍ଟାପଡ଼ା ଥାନା ପୋଲିସର ମିଳିତ ଆନୁକୁଲ୍ୟରେ ଆଜି ଏକ ସଘନ ମୋଟର ଯାନ ଯାଞ୍ଚ ଅଭିଯାନ ଚଲାଯାଇଥିଲା। ସଡ଼କ ଦୁର୍ଘଟଣା ରୋକିବା ଏବଂ ନିୟମ ଉଲ୍ଲଂଘନକାରୀଙ୍କୁ ସାଧାରଣ କରିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
​
​❌ ବିନା ହେଲମେଟ୍‌ରେ ଗାଡ଼ି ଚାଳନା: ୧୭ ଜଣ
​🪪 ବିନା ଡ୍ରାଇଭିଂ ଲାଇସେନ୍ସ (DL): ୨୦ ଜଣ
​📄 ବିନା ବୀମା (Insurance): ୧୪ ଜଣ
​🥴 ମଦ୍ୟପାନ କରି ଗାଡ଼ି ଚାଳନା: ୧ ଜଣ (ପୋଲିସ ହେପାଜତକୁ ପ୍ରେରିତ)
​🚫 ଅନ୍ୟାନ୍ୟ ନିୟମ ଉଲ୍ଲଂଘନ (ପଲ୍ୟୁସନ, ଫିଟନେସ ଓ ଟ୍ରିପଲ ରାଇଡିଂ): ୧୧ ଜଣ
​​🧾 ମୋଟ ୨୪ଟି ଚାଲାଣ କଟାଯାଇଛି।
​💰 ମୋଟ ୨,୪୧,୦୦୦ ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଛି।
​🚷 ୩ଟି ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ ପାଇଁ ସୁପାରିଶ କରାଯାଇଛି।
​ନିଜର ଓ ନିଜ ପରିବାରର ସୁରକ୍ଷା ପାଇଁ ସଡ଼କ ସୁରକ୍ଷା ନିୟମ ମାନନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ ଓ ସିଟ୍‌ବେଲ୍ଟ ବ୍ୟବହାର କରନ୍ତୁ ଏବଂ ମଦ୍ୟପାନ କରି ଗାଡ଼ି ଚଲାନ୍ତୁ ନାହିଁ। ଆଗକୁ ମଧ୍ୟ ଏହି ଯାଞ୍ଚ ପ୍ରକ୍ରିୟା ଆହୁରି କଡ଼ାକଡ଼ି କରାଯିବ।
​#BoudhNews #RoadSafety #RTOboudh #TrafficRules #OdishaPolice #SafeDriveSaveLife #Boudh #ArgusNews

ବୌଦ୍ଧ ଜିଲ୍ଲାରେ ସଡ଼କ ସୁରକ୍ଷା ପାଇଁ କଡ଼ା ଯାଞ୍ଚ: ଗୋଟିଏ ଦିନରେ ୨ ଲକ୍ଷ ୪୧ ହଜାର ଟଙ୍କାର ଚାଲାଣ! ​ବୌଦ୍ଧ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ଏବଂ ଘଣ୍ଟାପଡ଼ା ଥାନା ପୋଲିସର ମିଳିତ ଆନୁକୁଲ୍ୟରେ ଆଜି ଏକ ସଘନ ମୋଟର ଯାନ ଯାଞ୍ଚ ଅଭିଯାନ ଚଲାଯାଇଥିଲା। ସଡ଼କ ଦୁର୍ଘଟଣା ରୋକିବା ଏବଂ ନିୟମ ଉଲ୍ଲଂଘନକାରୀଙ୍କୁ ସାଧାରଣ କରିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ​ ​❌ ବିନା ହେଲମେଟ୍‌ରେ ଗାଡ଼ି ଚାଳନା: ୧୭ ଜଣ ​🪪 ବିନା ଡ୍ରାଇଭିଂ ଲାଇସେନ୍ସ (DL): ୨୦ ଜଣ ​📄 ବିନା ବୀମା (Insurance): ୧୪ ଜଣ ​🥴 ମଦ୍ୟପାନ କରି ଗାଡ଼ି ଚାଳନା: ୧ ଜଣ (ପୋଲିସ ହେପାଜତକୁ ପ୍ରେରିତ) ​🚫 ଅନ୍ୟାନ୍ୟ ନିୟମ ଉଲ୍ଲଂଘନ (ପଲ୍ୟୁସନ, ଫିଟନେସ ଓ ଟ୍ରିପଲ ରାଇଡିଂ): ୧୧ ଜଣ ​​🧾 ମୋଟ ୨୪ଟି ଚାଲାଣ କଟାଯାଇଛି। ​💰 ମୋଟ ୨,୪୧,୦୦୦ ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଛି। ​🚷 ୩ଟି ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ ପାଇଁ ସୁପାରିଶ କରାଯାଇଛି। ​ନିଜର ଓ ନିଜ ପରିବାରର ସୁରକ୍ଷା ପାଇଁ ସଡ଼କ ସୁରକ୍ଷା ନିୟମ ମାନନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ ଓ ସିଟ୍‌ବେଲ୍ଟ ବ୍ୟବହାର କରନ୍ତୁ ଏବଂ ମଦ୍ୟପାନ କରି ଗାଡ଼ି ଚଲାନ୍ତୁ ନାହିଁ। ଆଗକୁ ମଧ୍ୟ ଏହି ଯାଞ୍ଚ ପ୍ରକ୍ରିୟା ଆହୁରି କଡ଼ାକଡ଼ି କରାଯିବ। ​#BoudhNews #RoadSafety #RTOboudh #TrafficRules #OdishaPolice #SafeDriveSaveLife #Boudh #ArgusNews

Baudh Sadar, Boudh (Bauda) | Jun 17, 2026

ବୌଦ୍ଧ ସଦର: ବୁଟୁପାଲି ଠାରେ ୯ ଦିନ ଧରି ଚାଲିଥିବା ନବାହ ପାରାୟଣ ଉଦଯାପିତ, ଯୋଗଦେଲେ ସହସ୍ରାଧିକ ଶ୍ରଦ୍ଧାଳୁ - Baudh Sadar News