Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ଚୋରି ସମୟ ରେ ପୁରା କେମେରା କଏଦ ବୌଦ୍ଧ ବ୍ଲକ ଅନ୍ତର୍ଗତ ଗମ୍ଭାରୀପଦର ଗ୍ରାମର ଉମେଶ ସାହୁ ଙ୍କ ଘରେ ଭଡାରେ ରହୁଥିବା କେଶବ ଚନ୍ଦ୍ର ସାହୁ ଟିପିଏସଓଡିଏଲ ର ଜଣେ ଠିକାଦାରଙ୍କ ଘରେ ପଶି ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ନଗଦ ୩୦ ହଜ଼ାର ଟଙ୍କା ସହିତ ୨ ଗୋଟି ମୋବାଇଲ ଫୋନ ଚୋରି କରିଥିବା ନେଇ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କେଶବ ସାହୁ । ଅନ୍ୟପଟେ ତାଙ୍କ ଘରେ ଲାଗିଥିବା ସି ସି କ୍ୟାମେରା ରେ କଏଦ ହୋଇଥିବା ଭିଡିଓ କୁ ମଧ୍ୟ ବୌଦ୍ଧ ପୋଲିସ ଥାନାରେ ଦିଆଯାଇଥିବା ସୂଚନା ।

MORE NEWS

.

.

Baudh Sadar, Boudh (Bauda) | Jun 24, 2026

ଦେବୋ ଭୂମି ଉତ୍ତରାଖଣ୍ଡ #kedarnathbaba #badrinath #uttarakhand #lovelytravel #jaikedarnath

ଦେବୋ ଭୂମି ଉତ୍ତରାଖଣ୍ଡ #kedarnathbaba #badrinath #uttarakhand #lovelytravel #jaikedarnath

Baudh Sadar, Boudh (Bauda) | Jun 24, 2026

ବୌଦ୍ଧରେ ବିଳମ୍ବିତ ରାତିରେ ଚୋରି: ସିସିଟିଭିରେ କଏଦ ହେଲା ଚୋରର କାରନାମା 
​ ବୌଦ୍ଧ ବ୍ଲକ ଅନ୍ତର୍ଗତ ଗମ୍ଭାରୀପଦର ଗ୍ରାମରୁ ଏକ ଚୋରି ମାମଲା ସାମ୍ନାକୁ ଆସିଛି। ଗ୍ରାମର ଉମେଶ ସାହୁଙ୍କ ଘରେ ଭଡ଼ାରେ ରହୁଥିବା ଟିପିଏସଓଡିଏଲ (TPSODL) ର ଜଣେ ଠିକାଦାର କେଶବ ଚନ୍ଦ୍ର ସାହୁଙ୍କ ଘରେ ପଶି ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନେ କାଣ୍ଡ ଭିଆଇଛନ୍ତି।
ଘରୁ ନଗଦ ୩୦ ହଜାର ଟଙ୍କା ସହିତ ୨ଟି ଦାମୀ ମୋବାଇଲ ଫୋନ୍ ଚୋରି ହୋଇଥିବା ସୂଚନା ମିଳିଛି।
​ଏହି ସମ୍ପୂର୍ଣ୍ଣ ଚୋରିର ଦୃଶ୍ୟ ଘରେ ଲାଗିଥିବା ସିସିଟିଭି (CC Camera) ରେ କଏଦ ହୋଇଛି। ଏ ନେଇ କେଶବ ସାହୁ ବୌଦ୍ଧ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ସିସିଟିଭି ଫୁଟେଜ୍ ମଧ୍ୟ ପୋଲିସକୁ ହସ୍ତାନ୍ତର କରିଛନ୍ତି। ବୌଦ୍ଧ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
​#Boudh #TheftCase #BoudhPolice #CrimeNews #OdishaNews #ArgusNews #CCTVFootage #LocalNews

ବୌଦ୍ଧରେ ବିଳମ୍ବିତ ରାତିରେ ଚୋରି: ସିସିଟିଭିରେ କଏଦ ହେଲା ଚୋରର କାରନାମା ​ ବୌଦ୍ଧ ବ୍ଲକ ଅନ୍ତର୍ଗତ ଗମ୍ଭାରୀପଦର ଗ୍ରାମରୁ ଏକ ଚୋରି ମାମଲା ସାମ୍ନାକୁ ଆସିଛି। ଗ୍ରାମର ଉମେଶ ସାହୁଙ୍କ ଘରେ ଭଡ଼ାରେ ରହୁଥିବା ଟିପିଏସଓଡିଏଲ (TPSODL) ର ଜଣେ ଠିକାଦାର କେଶବ ଚନ୍ଦ୍ର ସାହୁଙ୍କ ଘରେ ପଶି ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନେ କାଣ୍ଡ ଭିଆଇଛନ୍ତି। ଘରୁ ନଗଦ ୩୦ ହଜାର ଟଙ୍କା ସହିତ ୨ଟି ଦାମୀ ମୋବାଇଲ ଫୋନ୍ ଚୋରି ହୋଇଥିବା ସୂଚନା ମିଳିଛି। ​ଏହି ସମ୍ପୂର୍ଣ୍ଣ ଚୋରିର ଦୃଶ୍ୟ ଘରେ ଲାଗିଥିବା ସିସିଟିଭି (CC Camera) ରେ କଏଦ ହୋଇଛି। ଏ ନେଇ କେଶବ ସାହୁ ବୌଦ୍ଧ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ସିସିଟିଭି ଫୁଟେଜ୍ ମଧ୍ୟ ପୋଲିସକୁ ହସ୍ତାନ୍ତର କରିଛନ୍ତି। ବୌଦ୍ଧ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ​#Boudh #TheftCase #BoudhPolice #CrimeNews #OdishaNews #ArgusNews #CCTVFootage #LocalNews

Baudh Sadar, Boudh (Bauda) | Jun 24, 2026

ଚୋରି ସମୟ ରେ ପୁରା କେମେରା କଏଦ ବୌଦ୍ଧ ବ୍ଲକ ଅନ୍ତର୍ଗତ ଗମ୍ଭାରୀପଦର ଗ୍ରାମର ଉମେଶ ସାହୁ ଙ୍କ ଘରେ ଭଡାରେ ରହୁଥିବା କେଶବ ଚନ୍ଦ୍ର ସାହୁ ଟିପିଏସଓଡିଏଲ ର ଜଣେ ଠିକାଦାରଙ୍କ ଘରେ ପଶି ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ନଗଦ ୩୦ ହଜ଼ାର ଟଙ୍କା ସହିତ ୨ ଗୋଟି ମୋବାଇଲ ଫୋନ ଚୋରି କରିଥିବା ନେଇ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କେଶବ ସାହୁ । ଅନ୍ୟପଟେ ତାଙ୍କ ଘରେ ଲାଗିଥିବା ସି ସି କ୍ୟାମେରା ରେ କଏଦ ହୋଇଥିବା ଭିଡିଓ କୁ ମଧ୍ୟ ବୌଦ୍ଧ ପୋଲିସ ଥାନାରେ ଦିଆଯାଇଥିବା ସୂଚନା । - Baudh Sadar News