Public App Logo
Profile Picture

Satyajit Panda

@pandajitu167
44224Followers
22Following
ବୌଦ୍ଧ ସଦର: ଜିଲ୍ଲା ଷ୍ଟାଡିଅମ ଠାରେ ଆସନ୍ତା କାଲି "ସେବା ଜ୍ୟୋତି ଯାତ୍ରା", 10 ହଜାର ଲୋକଙ୍କ ସାମିଲ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
ବୌଦ୍ଧ ସଦର: ଟାଉନ୍ ହଲ୍ ଠାରେ ପ୍ରଧାନମନ୍ତ୍ରୀଙ୍କ ଜୀବନଗାଥା ଉପରେ ପଥପ୍ରାନ୍ତ ନାଟକ ‘ନମୋ ସେବା ଗାଥା’ ପରିବେଷିତ
ବୌଦ୍ଧ ସଦର: ବୌଦ୍ଧ ଜିଲ୍ଲାରେ ‘ଅପରେସନ୍ ଦହନ’  ଅଧୀନରେ ପୋଡା ଗଲାଣି ୮୩.୭୯ ଟନ୍ ଗଞ୍ଜେଇ
କଣ୍ଟାମାଳ: କଣ୍ଟାମାଳରେ କଲେଜ୍ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଘୋଷଣା ପରେ ଖୁସି ବ୍ୟକ୍ତ କଲେ ଛାତ୍ର ଛାତ୍ରୀ
କଣ୍ଟାମାଳ: ଜାମୁଖୋଲ ଜଙ୍ଗଲରୁ ମାଇ ହାତୀର ଗଳିତ ମୃତଦେହ ଉଦ୍ଧାର
ବୌଦ୍ଧ ସଦର: ପୁରୁଣା କଟକ ଠାରେ ଅସହାୟ କୁଷ୍ଠରୋଗୀଙ୍କ ଶବ ସଂସ୍କାର କଲେ ତହସିଲଦାର, ସରପଞ୍ଚ ଓ  ସ୍ବେଚ୍ଛାସେବୀ
ବୌଦ୍ଧ ସଦର: ଚାରିଛକ ଠାରେ ବିଜେପି  ସାଂସ୍କୃତିକ ପ୍ରକୋଷ୍ଠର ନୂଆଖାଇ ଭେଟଘାଟ ଉଦଯାପିତ
ବୌଦ୍ଧ ସଦର: ମଥୁରା ଗ୍ରାମରେ ଶିଶୁ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ
ବୌଦ୍ଧ ସଦର: ମୁର୍ଶୁଣ୍ଢ1 ପଞ୍ଚାୟତ ମୁନିସିପାଲିଟି ଅନ୍ତର୍ଭୁକ୍ତ ହେବା ପରେ ଗାଁସାଥିଙ୍କ  କର୍ମସଂସ୍ଥାନ ଦାବି
ବୌଦ୍ଧ ସଦର: ବିଜାପଦର ଅଙ୍ଗନବାଡି କେନ୍ଦ୍ରର ଅନିୟମିତତା ଓ ମନମୁଖୀ କାର୍ଯ୍ୟ ବିରୋଧରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ବୌଦ୍ଧ ସଦର: ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର
ବୌଦ୍ଧ ସଦର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଅଭିଯୋଗ ଆଣିଲେ କଳାକାର
ବୌଦ୍ଧ ସଦର: ମାଳିସାହି ଦୁର୍ଗା ଦେବୀଙ୍କ ଷୋହଳ ପୂଜାର ପ୍ରଥମ ସନ୍ଧ୍ୟା, ନଗର ପରିକ୍ରମl କଲେ ଦେବୀଙ୍କ ଚଳନ୍ତି ପ୍ରତିମା
ବୌଦ୍ଧ ସଦର: ପଙ୍କୁଆଲ୍ ଗ୍ରାମ ନିକଟରେ ଚାଲିଥିବା ମଦ ରନ୍ଧା ଆଡ଼ଡା ଉପରେ ଚଢାଉ
ବୌଦ୍ଧ ସଦର: ମାରଡା ନିକଟରେ କୁମ୍ଭୀର ଆକ୍ରମଣରେ ଗୁଋତର ଯୁବକଙ୍କୁ ଅଣାଗଲା ବୌଦ୍ଧ ଡାକ୍ତର ଖାନା
ବୌଦ୍ଧ ସଦର: ମାରଡା ନିକଟରେ କୁମ୍ଭୀର ଆକ୍ରମଣରେ ଗୁଋତର ଯୁବକଙ୍କୁ ଅଣାଗଲା ବୌଦ୍ଧ ଡାକ୍ତର ଖାନା
ବୌଦ୍ଧ ସଦର: ମହାନଦୀ ଆଳତୀ ଘାଟରେ ସ୍ବର୍ଗତ ଶୁଭେନ୍ଦୁ ପଟ୍ଟନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ବୌଦ୍ଧ ସଦର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆସନ୍ତା କାଲି ହେବ ଯୁଗ୍ମ ଜନ ଶୁଣାଣୀ ଶିବିର
ବୌଦ୍ଧ ସଦର: କନାଗୁନ୍ ଗ୍ରାମକୁ ନାହିଁ ସବୁ ଦିନିଆ ରାସ୍ତା, ରାସ୍ତା ପାଇଁ ହୀନସ୍ତା ହେଉଛନ୍ତି ଗ୍ରାମବାସୀ
କଣ୍ଟାମାଳ: ଉଦେପୁର ତେଲନଦୀ ଖଣ୍ଡିରେ  କଂଗ୍ରେସ ପକ୍ଷରୁ ନୂଆଁଖାଇ ଭେଟଘାଟ
ବୌଦ୍ଧ ସଦର: ଚାରିଛକ ଜଗନ୍ନାଥ ମନ୍ଦିର ପଡିଆରେ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ପକ୍ଷରୁ ନୁଆଖାଇ ଭେଟ ଘାଟ
ବୌଦ୍ଧ ସଦର: ଖଲିଆ ବଗିଚା ଠାରେ ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
କଣ୍ଟାମାଳ: ବେହେରାପଡା ମାହେଶ୍ୱରୀ ପୀଠରେ ବସିଲା ଖଣ୍ଡା, ଆରମ୍ଭ ହେଲା ଦେବୀଙ୍କ ଷୋହଳ ପୂଜା
ବୌଦ୍ଧ ସଦର: ବଲାସିଙ୍ଗା ଗ୍ରାମରେ ଭକ୍ତି ଓ ନିଷ୍ଠାର ସହ ମହିଳା ମାନେ ପାଳିଲେ ପୁଅ ଜିଉଁତିଆ ଓଷା
ବୌଦ୍ଧ ସଦର: ବୌଦ୍ଧ ସହକାରୀ ନିବନ୍ଧକଙ୍କ ନୂଆପଡ଼ାକୁ ବଦଳି, ଯୋଗମାୟା ସାବତ ହେବେ ନୂଆ ସହକାରୀ ନିବନ୍ଧକ