ରାଉରକେଲା ମ୍ୟୁନିସିପାଲଟି: ଶ୍ରମିକବିରୋଧୀ କଳାଶ୍ରମକୋଡ଼ ପତ୍ୟାହର
ଦାବିରେ ମହାମହିମ ରାଷ୍ଟ୍ରପତିଙ୍କୁ ମିଳିତ ଟ୍ରେଡ଼ ୟୁନିଅନ ମଞ୍ଚର ଦାବିପତ୍ର ପ୍ରଦାନ
ନଭେମ୍ବର ୨୮ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟ ପାଖାପାଖି RLC କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇ କେନ୍ଦ୍ରସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଶ୍ରମିକବିରୋଧୀ ୪ ଟି ଶ୍ରମକୋଡ଼କୁ ପତ୍ୟାହାର ଦାବିରେ ମିଳିତ ଟ୍ରେଡ଼ୟୁନିଅନ ମଞ୍ଚ ତରଫରୁ RLC ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯାଇଛି,ଭୁବନେଶ୍ୱରରୁ ଆସିଥିବା DCLC ଚିରଞ୍ଜୀବ ସାଇକିଆଙ୍କ ସଙ୍ଗେ ଦୀର୍ଘସମୟ ଧରି ନୂତନ ଶ୍ରମକୋଡ଼ ଦ୍ୱାରା ଶ୍ରମିକ ଅଧିକାର କିପରି କ୍ଷୁର୍ଣ ହେଉଛି, ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହ ଶ୍ରମିକବିରୋଧୀ କଳାଶ୍ରମ କୋଡ଼କୁ ଅତିଶୀଘ୍ର ପତ୍ୟାହାର କରିବା ନିମନ୍ତେ R