Public App Logo
Jansamasya
News
���ुलिस
Bjp
National
Bihar
���िहार
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking
No video available

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଚକେଇସିଆଣି ଅଞ୍ଚଳରେ ସୁନା ରିପାରିଂ ଦୋକାନରୁ ଲୁଟ, ଥାନାରେ ଅଭିଯୋଗ ପରେ ପୋଲିସର ଛାନବିନ

ମଞ୍ଚେଶ୍ଵର ଚକେଇ ସିଆଣି ଅଞ୍ଚଳରେ ପୁଣି ମାତିଲେ ଲୁଟେରା | ସୁନା ରିପାରିଂ ଦୋକାନ ରୁ କଳାକନା ବୁଲାଇଲେ ଲୁଟେରା | 50ଗ୍ରାମରୁ ଅଧିକ ରୁପା ଅଳଙ୍କାର ଲୁଟ ନେଇ ଆଜି 1.34ରେ ଅଭିଯୋଗ କଲେ ଦୋକାନୀ | ଦୋକାନ ର ତାଲା କାଟି ଲୁଟିନେଲେ ଦୁର୍ବୁତ୍ତ | ଦୋକାନୀଙ୍କ ଅଭିଯୋଗ ଆଧାରରେ ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା ପୋଲିସ | ଲୁଟେରା ମାନେ କିଏ କେଉଁ ଅଞ୍ଚଳର ତାକୁ ନେଇ ଖୋଳତାଡ କରୁଛି ପୋଲିସ |

MORE NEWS