ପୁରୁଣାକଟକ ଥାନା ପୋଲିସ ଟିମ୍ ପକ୍ଷରୁ ଚାରିଛକ ପଞ୍ଚାୟତ ହାଇସ୍କୁଲରେ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ସଚେତନ କରାଯାଇଥିଲା
ନିଶାଦ୍ରବ୍ୟ ସେବନର ଭୟାବହତା ଓ ଏହାର କୁପରିଣାମ ସମ୍ପର୍କରେ ଆଲୋଚନା।
ଡିଜିଟାଲ୍ ପ୍ଲାଟଫର୍ମର ସୁରକ୍ଷିତ, ସଜାଗ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର।
ଜୀବନ ରକ୍ଷା ପାଇଁ ଆବଶ୍ୟକୀୟ ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନ।
ଆସନ୍ତୁ, ନିଜେ ସଚେତନ ହେବା ଏବଂ ଅନ୍ୟମାନଙ୍କୁ ସଚେତନ କରି ଏକ ସୁନ୍ଦର ଓ ସୁରକ୍ଷିତ ସମାଜ ଗଠନ କରିବା!
#PurunakatakPolice #BoudhPolice #AwarenessProgram #NishaMuktAbhiyan #CyberSafety #RoadSafety #OdishaPolice #CommunityPolicing