ଅନାବୃଷ୍ଟି, ଶୁଖିଲା ଭୂଇଁ ଆଉ ହାହାକାର...
ଯାତ୍ରା ଇନ୍ଦ୍ର ଭୁବନ ମଞ୍ଚରେ ଜୀବନ୍ତ ହୋଇଉଠିଛି ଓଡ଼ିଶା ଇତିହାସର ସବୁଠୁ ଦାରୁଣ ଆଲେଖ୍ୟ 'ନ' ଅଙ୍କ ଦୁର୍ଭିକ୍ଷ'।
ବର୍ଷା ଅଭାବରୁ ଫାଟି ଆଁ କରିଥିବା ଶୁଖିଲା କ୍ଷେତ, ଭୋକର ଜ୍ୱାଳାରେ ଛଟପଟ ହେଉଥିବା ଅସହାୟ ମଣିଷଙ୍କ ଆତୁର ଚିତ୍କାର— ଏହି କରୁଣ ଦୃଶ୍ୟ ସମସ୍ତ ଦର୍ଶକଙ୍କ ଆଖିରେ ଲୁହ ଆଣିଦେଉଛି। ଇନ୍ଦ୍ର ଭୁବନର କଳାକାରମାନଙ୍କର ଜୀବନ୍ତ ଅଭିନୟ ସାଙ୍ଗକୁ ହୃଦୟସ୍ପର୍ଶୀ ଦୃଶ୍ୟାୟନ ବାସ୍ତବରେ ମନକୁ ସିହରି ତୋଳୁଛି!
#JatraIndraBhuban #NaAnkaDurbhiksha #OdiaJatra #OdishaHistory #IndraBhuban #StageShow #OdiaCulture #drama